ରାଜ୍ୟ

ପୁଲିସ ପରିଚୟ ଦେଇ ୩ ଜଣଙ୍କୁ ବିବାହ

ଦୁଇ ଜଣଙ୍କୁ ବିବାହ କରିବା ପରେ ନିଜକୁ ପୁଲିସ୍ ଇନ୍ସପେକ୍ଟର କହି ଫେସ୍ବୁକ୍ରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ହେଲେ ତୃତୀୟ ବିବାହ ପରେ ଖୋଲିଯାଇଥିଲା ରଙ୍ଗୀଲାଙ୍କ ରାଜ୍। ଏହି ରଙ୍ଗୀଲା ନକଲି ପୁଲିସ୍ ଇନ୍ସପେକ୍ଟରଙ୍କୁ ବାନ୍ଧିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ପୁଲିସ୍ ହାତରେ ଧରା ପଡ଼ିଥିବା ରଙ୍ଗୀଲା ହେଉଛନ୍ତି ଭଦ୍ରକର ସୁବାସ ଚନ୍ଦ୍ର କହଁର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button