ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି ?
ଆଜି ଆମେ ଆପଣଙ୍କ ପାଇଁ କିଛି ଜଣା ଅଜଣା ସାଧାରଣ ଜ୍ଞାନର ପ୍ରଶ୍ନର ସମାହାର ଏବଂ ତା’ ସାଙ୍ଗକୁ ତାହାର ସବୁ ଉତ୍ତର ମଧ୍ୟ ନେଇକି ଆସିଛି । ତେବେ ଆପଣ ଏହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇବା ସହ ଆପଣ ବହୁତ କିଛି ଏଥିରୁ ଶିଖିବାକୁ ମଧ୍ୟ ପାଇବେ । ଯାହା ହୁଏତ ଆପଣଙ୍କ ଭବିଷ୍ୟତରେ କେବେ ଦରକାର ମଧ୍ୟ ପଡିପାରେ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଆସନ୍ତୁ ସେହି ସବୁ ବଛା ବଛା ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ତାହାର ଉତ୍ତର ଏଠାରେ ପଢି ଆଲୋଚନା କରିବା ।
୧- ଛତିଶଗଡ଼ର ରାଜଧାନୀ କିଏ ?
ଉତ୍ତର- ରାୟପୁର।
୨- ଓଡ଼ିଶାର କେଉଁ ସ୍ଥାନରେ କାଗଜ କଳ ଅଛି ?
ଉତ୍ତର- ରାୟଗଡା।
୩- ଉଡାଯାହାଜ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର- ରାଇଟ ବ୍ରଦର୍ସ।
୪- ରକ୍ତଦାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଅକ୍ଟୋବର ୧।
୫- ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି କିଏ ?
ଉତ୍ତର- ଶ୍ରୀମତୀ ଫତିମା ବିବି।
୬- ଆମେରିକା ର ସ୍ୱାଧୀନତା ଦିବସ ପାଳନ କରାଯାଏ ?
ଉତ୍ତର- ଜୁଲାଇ ୪।
୭- ମହାତ୍ମା ଗାନ୍ଧୀ ଙ୍କ ସମାଧି କେଉଁଠି ଅବସ୍ଥିତ ?
ଉତ୍ତର- ରାଜ ଘାଟ।
୮-ଜୟ ଜବାନ ଜୟ କିଶାନ ଶ୍ଳୋଗାନ କିଏ ଦେଇଥିଲେ ?
ଉତ୍ତର- ଲାଲ ବାହାଦୂର ଶାସ୍ତ୍ରୀ।
୯- ଜାହାଜରେ ପୃଥିବୀ ଭ୍ରମଣ କରିଥିବା ପ୍ରଥମ ବ୍ୟକ୍ତି କିଏ ?
ଉତ୍ତର- ଫର୍ଡିନାଣ୍ଡ ମାଗେଲାନ।
୧୦- ତଅପୋଇ ଖୁଦୁରୁକୁଣୀଙ୍କୁ ଜଙ୍ଗଲରେ କେଉଁ ଭୋଗ ଦେଇଥିଲେ ?
ଉତ୍ତର- ଖୁଦ ଭଜା।
୧୧- ଐରାବତର ଦାନ୍ତ କେଉଁ ପର୍ବତ ରେ ବାଜି ଭାଙ୍ଗି ଯାଇଥିଲା ?
ଉତ୍ତର- ମେରୁ।
୧୨- ଭାରତରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଇଥାଏ ?
ଉତ୍ତର;- ଅଗଷ୍ଟ ୧୫ ତାରିଖ ।
୧୩- ଆମ ଦେଶର ଜାତୀୟ ପିତା କାହାକୁ କୁହାଯାଏ ?
ଉତ୍ତର;- ମହାତ୍ମା ଗାନ୍ଧୀ ।
୧୪- ଉତ୍କଳ ଦିବସ କେବେ ପାଳନ କରାଯାଏ ?
ଉତ୍ତର;- ଏପ୍ରିଲ 1 ତାରିଖ ।
୧୫- ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି ?
ଉତ୍ତର- ଗୁଜୁରାତି ।