IBN ଓଡ଼ିଶା ବ୍ୟୁରୋ

ଯେତେବେଳେ ବି ଦୁଃଖରେ ଥିବ…ଜୀବନରେ ଏକୁଟିଆ ପଡିଯିବ ଏହାକୁ ଥରେ ଶୁଣନ୍ତୁ

କାଲି ଯିଏ ଏହା କହୁଥିଲେ କି ତୁମ ପାଇଁ ସମୟ ହିଁ ସମୟ ରହିଛି ଆଜି ସେ କହୁଛନ୍ତି କି ତୁମ ଛଡା ଆହୁରି ମଧ୍ୟ ଦୁନିଆ କାମ ଅଛି । ନିଜକୁ ଏତେ ମାତ୍ରା ରେ ପର୍ଫେକ୍ଟ କରନ୍ତୁ କି ସିଏ ଯେ କି ଆପଣଙ୍କୁ ତଡ଼ପାଉ ଥିଲେ ସିଏ ଯେପରି ଆପଣ ଙ୍କର ଏକ ଝଲକ ଦେଖିବାକୁ ତରସି ଯିବେ । ଯେଉଁ ଲୋକ ମାନେ ହୃଦୟ ରୁ ସଫା ହୋଇଥାଆନ୍ତି, ଏ ଜୀବନ ସେହି ମାନଙ୍କର ହିଁ ବାର ବାର ପରୀକ୍ଷା ନେଇଥାଏ ।

 

ଯଦି ଆପଣ ଦୁଃଖ ରେ ଅଛନ୍ତି ତେବେ ଏକୁଟିଆ ଅବସ୍ଥା ରେ ରହି କାନ୍ଦନ୍ତୁ । କାରଣ ବର୍ତ୍ତମାନ ର ସମୟରେ ଲୁହ ପୋଛିବା ପାଇଁ କେହି ଆସି ନଥାନ୍ତି । କାହା ପଛରେ ଏତେ ବି ମଧ୍ଯ ଦୌଡିବା ଉଚିତ୍ ନୁହେଁ କି ଗୋଡ଼ ର ସ୍ଥାନରେ ହୃଦୟ ବି ଘୋରି ହୋଇଯିବ । ଆପଣ ତାକୁ ଛୁଇଁ ଦେବେ ଓ ତାହା ଆପଣ ଙ୍କର ହୋଇଯିବ ।

ଏତେ ସଚ୍ଚୋଟତା କେବଳ କୋରୋନା ପାଖରେ ହିଁ ମିଳି ପାରିବ । ମନରୁ ହୃଦୟ କୁ କଷ୍ଟ ହୋଇଥାଏ କିନ୍ତୁ ପାଟି ରୁ କୌଣସି ଶବ୍ଦ ବାହାରି ନଥାଏ, ସେହି ସମୟରେ ଏକ ମାତ୍ର ଆଖି ହିଁ ସହାର ହୋଇଥାଏ । କିଛି ନ କହି ମଧ୍ୟ ଲୁହ ଝରାଇ ଅନେକ କିଛି କହି ଦେଇଥାଏ । ଏହା କହିବା ବହୁତ୍ ସହଜ ଅଟେ କି ମୁଁ ତୁମକୁ ଭଲ ପାଏ ।

 

କିନ୍ତୁ ଏପରି କରିବା ସମସ୍ତ ଙ୍କ ଦ୍ଵାରା ସମ୍ଭବ ହୋଇ ନ ଥାଏ । ଜୀବନ ରେ କେତେ ଲୋକ କେତେ କିଛି କହି ଥାଆନ୍ତି କିନ୍ତୁ ସାଙ୍ଗରେ ମାତ୍ର କିଛି ହିଁ ରହି ଯାଇଥାଆନ୍ତି । କାହାକୁ ଭଲ ପାଇବା ଏତେ ବଡ କଥା ମଧ୍ୟ ହୋଇ ନ ଥାଏ । କିନ୍ତୁ କାହାର ଭଲ ପାଇବା ପାଇବା ବହୁତ୍ ବଡ କଥା ଅଟେ ।

ରାତି ସାରା ତାଙ୍କ ଉତ୍ତର ର ପ୍ରତୀକ୍ଷା ଥିଲା କିନ୍ତୁ ସକାଳେ ଉତ୍ତର ମିଳିଲା କି ରାତି ସର ଉତ୍ତର ନ ଆସିବା ହିଁ ଏକ ବଡ ଉତ୍ତର ଅଟେ । ଦରକାର ପଡ଼ିଲେ ଲୋକ ବିନା ସମ୍ପର୍କ ରେ ମଧ୍ୟ ସମ୍ପର୍କ ସ୍ଥାପନ କରି ଦେଇଥାନ୍ତି, କିନ୍ତୁ ଦରକାର ନଥିଲେ ସମ୍ପର୍କ ଥିଲେ ତାକୁ ମଧ୍ୟ କାଟି ଦିଅନ୍ତି । ଏ ଜୀବନ ଅନେକ ମୂଲ୍ୟବାନ ଏହାକୁ ଅନ୍ୟର ପଛେ ନ ଲଗାଇ ଜୀବନ ରେ ନିଜ ପାଇଁ ଲଗାନ୍ତୁ ।

 

ଆଜିର ସମୟ ରେ ନିଜ ଲୋକ ହିଁ ସାଥ ଛାଡି ଦେଇଥାନ୍ତି ତେବେ ଏଠାରେ ଅନ୍ୟ କୁ ବା କଣ କହିବା । ଯଦି ଦୁନିଆ ରେ ଖୁସି ରେ ରହିବାକୁ ଚାହୁଛନ୍ତି ତେବେ ଏହି କଥା କୁ ମାନେ ରଖନ୍ତୁ, ଭାଇ ଏଠାରେ ଆପଣ ଙ୍କ କାନ୍ଦିବାରେ କାହାର ଘଣ୍ଟା ଫର୍କ ପଡୁନି । କଥା ଟି ବୋଧ ହୁଏ ଭଲ ନ ଲାଗିବ କିନ୍ତୁ ଏହା ହିଁ ବାସ୍ତବିକ୍ ସତ୍ୟ ।

ଆହା ଚୁ ଚୁ ତ ସମସ୍ତେ କରିବେ କିନ୍ତୁ ଚାଲିବାକୁ ଏକୁଟିଆ ହିଁ ପଡ଼ିବେ । କହିବାକୁ ଆମେ ସମସ୍ତେ କିନ୍ତୁ ବାସ୍ତବିକ୍ ସତ୍ୟ ତ ଏହା ହିଁ ଅଟେ ଆସିଥିଲେ ଏକା ଯିବେ ମଧ୍ଯ ଏକା । ଏଠି କେହି ନା ନିଜର ନା ହିଁ ପରର….।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button