IBN ଓଡ଼ିଶା ବ୍ୟୁରୋ
ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଛି କି ? ଏହା ହେଉଛି ହାର୍ଟ ଆଟାକ ର କାରଣ, ଅଣଦେଖା ନକରି ଜାଣନ୍ତୁ ଏହିସବୁ ଜରୁରୀ କଥା…
ଦେହରୁ ଝାଳ ବାହାରିବା ହୋଇପାରେ ହାର୍ଟଆଟାକର କାରଣ ! କଣ ଜାଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ଏହା ଏକ ରିସର୍ଚ୍ଚ ଦ୍ୱାରା ପ୍ରମାଣ କରା ଯାଇଛି । ଦେହରୁ ଝାଳ ବାହାରିବା ଏକ ସାଧାରଣ କଥା ହୋଇଥିଲେ ବି ହୋଇପାରେ ଏକ ଅସାଧାରଣ ରୋଗର କାରଣ ।
ତେବେ ଜାଣନ୍ତୁ କିପରି ଜାଣିବେ ଏହାର ଲକ୍ଷଣ…..
* ଯଦି ଆପଣଙ୍କ ଶରୀରରୁ ବିନା ଗରମରେ କିମ୍ବା ହଠାତ୍ ଅଚାନକ ଝାଳ ବାହାରୁଛି ତେବେ ଏହା ହାର୍ଟ ଆଟାକର କାରଣ ହେଇପାରେ ।
* ଯଦି ଆପଣଙ୍କୁ ଝାଳ ବାହାରିବା ଦ୍ବାରା ଅବଶ ଲାଗୁଛି ଓ ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି , ତେବେ ଏହା ମଧ୍ୟ ହାର୍ଟ ଆଟାକର କାରଣ ହୋଇପାରେ ।
* ବେଳେ ବେଳେ ଝାଳ ବୋହିବା ସହିତ ଶରୀରର ହାତ , କାନ୍ଧ , ଦାନ୍ତ ଆଦି ସ୍ଥାନରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଯାହା ହାର୍ଟ ଆଟାକର କାରଣ ହେଇପାରେ ।
* ବେକ ହଠାତ୍ ବିନ୍ଧା ହୋଇ ଝାଳ ବାହାରିବା ଆରମ୍ଭ ହୋଇ ଯାଇଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ହଠାତ୍ ଝାଳ ବାହାରିବା ମଧ୍ୟ ହାର୍ଟଆଟାକର କାରଣ ହେଇପାରେ ।