IBN ଓଡ଼ିଶା ଏକ୍ସକ୍ଲୁସିଭ୍

– ସକାଳୁ ବାସି ମୁହଁରେ ମେଥି ପାଣି ପିଇବା ଦ୍ଵାରା ଶରୀରରେ କ’ ଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖସିଯିବ

। ସୂଚନା ଅନୁସାରେ ଶରୀରର ଏପରି ଅନେକ କିଛି ସମସ୍ଯା ରହିଥାଏ । ଯାହାକୁ ପ୍ରାୟତଃ ଲୋକ ମାନେ ମେଡ଼ିସିନ ଖାଇ ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତି।   ଏପରି କିଛି ଘରୋଇ ସାମଗ୍ରୀ ରହିଅଛି । ଯାହା ଆପଣଙ୍କର ସମସ୍ଯାର ସମାଧାନ ପାଇଁ କୌଣସି ମେଡ଼ିସିନର ପ୍ରୟୋଗ ନକରି ଏହି ଉପାଦାନ ଦ୍ଵାରା ତାହାକୁ ଠିକ କରିପାରିବେ । କେତେଗୁଡିଏ ମୁଖ୍ୟ ଉପକାରୀ ଉପାଦାନ ମଧ୍ୟରୁ ମେଥି ଦାନା ଅନ୍ୟତମ ।

 

ଏହାର ସେବନ ଦ୍ଵାରା ଆପଣ ଅନେକ କିଛି ସମସ୍ୟାର ସମାଧାନ କରିପାରିବେ । ଯେଉଁ ମାନଙ୍କର ଅଣ୍ଟାରେ, ପିଠିରେ, ଗଣ୍ଠିରେ ଦରଜ ବିନ୍ଧା ରହୁଥାଏ । ସେମାନେ ରାତିରେ ଶୋଇବା ପୂର୍ବରୁ ଅଧ ଚାମଚ ମେଥି ଦାନାକୁ ପାଣିରେ ଭିଯାଇଦିଅନ୍ତୁ । ସକାଳୁ ସେହି ଭିଜା ମେଥିକୁ ଖାଇବା ସହିତ ସେହି ପାଣି ମଧ୍ୟ ସେବନ କରନ୍ତୁ । ଦରଜ ବିନ୍ଧାରୁ ବହୁତ ଶୀଘ୍ର ଆରମ ପାଇବେ ।

ଏହା ସହିତ ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିବ ସେହି ଜାଗାରେ ଅଳ୍ପ ମେଥି ରଖୀ ତାଉପରେ ଏକ କପଡା ଗୁଡାଇ ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଯନ୍ତ୍ରଣା ଲାଘବ ହୋଇଥାଏ । ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ । ଏକ ଗ୍ଳାସ ମେଥି ଭିଜା ପାଣିରେ ମହୁ ମିଶାଇ ଏହାର ସେବନ କରନ୍ତୁ ।

 

ଯାହା ଦ୍ଵାରା ଆପଣଙ୍କ ମୁହଁରେ ଏକ ନିଆରା ଚମକ ଆସିଥାଏ । ମହିଳା ମାନଙ୍କର କେଶକୁ ନେଇ କୌଣସି ପ୍ରକାର ସମସ୍ଯା ରହୁଥିଲେ । ସେମାନେ ରାତିରେ ପାଣିରେ ମେଥି ଭିଯାଇ ସେଥିରେ ଅଳ୍ପ ଆମଲା ଚୂର୍ଣ୍ଣ ମିଶାଇ ରଖିଦିଅନ୍ତୁ । ତାପରେ ସକାଳେ ତାହାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ସେହି ଗ୍ରାଇଡିଙ୍ଗ କରିଥିବା ମେଥିକୁ ଆପଣ କେଶରେ ଲଗାଇ କିଛି ସମୟ ପରେ କେଶ ସଫା କରିଦିଅନ୍ତୁ ।

ଏହା କରିବା ଦ୍ଵାରା କେଶ ଲମ୍ବା, ଘନ ଓ ସୁନ୍ଦର ହୋଇଯିବ ।ସେମାନେ ମଧ୍ୟ ରାତିରେ ଭିଯାଇ ସକାଳୁ ସେହି ଭିଜା ମେଥିର ପାଣିର ମଧ୍ୟ ସେବନ କରିବା ଉଚିତ । ଏହା ଦ୍ଵାରା ସେମାନଙ୍କର ଗଞ୍ଜାପଣ ସମସ୍ଯା ଦୂରୀଭୂତ ହୋଇଥାଏ । ଏକ ମାସ ପର୍ଯ୍ୟନ୍ତ ଏହାର ନିୟମିତ ସେବନ ପରେ ଏହାର ସେବନ ବନ୍ଦ କରିଦେବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button