IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି 7ଟି ସଂକେତ, ଆପଣଙ୍କୁ ବି ଦେଖା ଯାଉଛି କି ଏହି ସବୁ ସଂକେତ… ହୋଇଯାଆନ୍ତୁ ସାବଧାନ

ମଣିଷର ଜନ୍ମ ଦୁନିଆରେ ହୋଇଛି ମାନେ ମୃତ୍ୟୁ ନିଷ୍କିନ୍ତ ଅଟେ । କିନ୍ତୁ ମୃତ୍ୟୁ ଆସିଲେ ଆମକୁ ଏମିତି କିଛି ସଂକେତ ପ୍ରକୃତି ମାଧ୍ୟମରେ ମିଳିଥାଏ ଯାହାକୁ ବୁଝିବା ସହଜ ହୁଏ ନାହି । ତେବେ ସନାତନ ଧର୍ମରେ ମୃତ୍ୟୁ ଆସିବା ପୂର୍ବରୁ କିଛି ସଂକେତ ମିଳିଥାଏ ତାହା ବିଷୟରେ କୁହାଯାଇଛି । ଗରୁଡ ପୁରାଣ ଅନୁଯାୟୀ ମଣିଷର ମୃତ୍ୟୁ ପୂର୍ବ ରୁ ୭ଟି ସଂକେତ ମିଳିଥାଏ । ଯାହା ମିଳିଯିବା ପରେ ଆପଣ ଜାଣିବେ ଆପଣଙ୍କର ସମୟ ନିକଟବର୍ତ୍ତୀ ହେଲା ବୋଲି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ ।

୧- ଧ୍ୱନି ଶୁଣି ନ ପାରିବା : ସାଧାରଣତ ଆମେ କାନରେ ହାତ ରଖିଲେ କିଛି ଶବ୍ଦ ଶୁଭଯାଏ ନାହି । ତେବେ ବ୍ଯକ୍ତିର ମୃତ୍ୟୁ ପାଖେଇ ଆସିଲେ କାନରେ ହାତ ରଖିଲେ ମଧ୍ୟ କୌଣସି ଶବ୍ଦ ଶୁଣାଇ ଦିଏ ନାହି ।

୨- ଆଖିର ପତା ଉପର ଆଡକୁ ମୋଡି ହେବା : ଗରୁଡ ପୁରାଣ ଅନୁଯାୟୀ ଯଦି ସମୟ ଥିବା ଅବସ୍ଥାରେ ବ୍ଯକ୍ତିର ନାକର ଅଗ୍ର ଭାଗ ଦେଖାଯାଏ ନାହି ଓ ତାଙ୍କର ଆଖିର ପତା ଉପର ଆଡକୁ ମୋଡି ହୋଇଯାଏ ତେବେ ଜାଣିବେ ବ୍ଯକ୍ତିର ମୃତ୍ୟୁ ଯଥା ଜଲ୍ଦି ଆସିପାରେ ।

୩- ପୂର୍ବଜଙ୍କ ଉପସ୍ଥିତି : ଗରିବ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଜୀବନର ସମୟ ଅନ୍ୟ ହେବାର ଥାଏ ତେବେ ବ୍ୟକ୍ତିଙ୍କୁ ତାଙ୍କର ପିତୃପୁରୁଷ ବା ମୃତ୍ୟୁ ପୂର୍ବରୁ ତାଙ୍କ ସହ ସମ୍ପର୍କ ସ୍ଥାପିତ ହୋଇପାରି ନାହି ସେମାନଙ୍କ ସହ ସାକ୍ଷାତ ହେଲେ ଜାଣିବେ ମୃତ୍ୟୁ ନିଶ୍ଚିନ୍ତ ଅଟେ ।

୪- ଚନ୍ଦ୍ରମାକୁ ଖଣ୍ଡିତ ଦେଖିବା : ଅନେକ ସମୟରେ ମରଣଶୈଳୀ ବ୍ୟକ୍ତିଙ୍କୁ ଚନ୍ଦ୍ରମା ଖଣ୍ଡିତ ବା ଅଲଗା ଅଲଗା ଆକାରରେ ଦେଖା ଯାଇଥାଏ । କେବେ ଚନ୍ଦ୍ରମା ତାଙ୍କୁ ଦୁଇ ଭାଗରେ ଦେଖାଯାଏ କିନ୍ତୁ ବାସ୍ତବରେ ଏମିତି କିଛି ହୋଇ ନ ଥାଏ । ଯାହା ସେମାନଙ୍କୁ ଭ୍ରମ ହୋଇଥାଏ ।

୫- ଶରୀରରୁ ଦୁର୍ଗନ୍ଧ ଆସିବା : କୁହାଯାଏ କି ଯେବେ ବ୍ୟକ୍ତିଙ୍କର ଅନ୍ତ ସମୟ ଆସିଥାଏ ତେବେ ତାଙ୍କୁ ଅନୁଭବ ହୁଏ କି ତାଙ୍କ ଆଖପାଖରେ କେହି ବସିଛି । ଯାହାକୁ ସେମାନେ ଜାଣି ନାହାନ୍ତି । ଅନେକ ଥର ଅନୁଭବ ହୁଏ ନିଜ ଶରୀରରୁ ଅଜବ ପ୍ରକାରର ଦୁର୍ଗନ୍ଧ ଆସିଥାଏ । ଏହି ଗନ୍ଧକୁ ମୃତ୍ୟୁ ଗନ୍ଧ କୁହାଯାଏ ଯାହା କାହାକୁ ଜଣା ନ ଥାଏ ।

୬- ଦର୍ପଣରେ ଚେହେରା ନ ଦେଖାଯିବା : କେବେ କେବେ କିଛି ମଣିଷକୁ ଆଇନାରେ ମୁହଁ ଦେଖିବା ସମୟରେ ନିଜ ଚେହେରା ଦେଖାଯାଏ ନାହି । ଆଇନରେ ସେଠାରେ ନିଜ ସହ ଉପସ୍ଥିତ ଥିବା ଦ୍ଵିତୀୟ ଲୋକଙ୍କର ମୁହଁ ପରିଷ୍କାର ଦେଖାଯାଏ । ଏମିତି ସ୍ଥିତି ଆସିଲେ ଜାଣିବେ ମୃତ୍ୟୁର ସମୟ ପାଖେଇ ଆସୁଛି ।

୭- ନାକରୁ ଅଜବ ପ୍ରକାରର ଧୋନୀ ଆସିବା : କୁହାଯାଏ କି ଯେବେ ବ୍ୟକ୍ତିଙ୍କ ଅନ୍ତ ସମୟ ପାଖେଇ ଆସେ ତାଙ୍କୁ ଅଜବ ପ୍ରକାରର ଧୋନୀ ଆସିଥାଏ । ମୃତ୍ୟୁର ଦୁଇ ବା ତିନି ଦିନ ପୂର୍ବରୁ ଏମିତି ହୋଇଥାଏ । ମୃତ୍ୟୁ ହେବାର ଏକ ମାସ ପୂର୍ବରୁ ନାକ, ଜିଭ ଶକ୍ତ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button