IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହା ଦୁନିୟାର ସବୁଠୁ ନିର୍ଦୟ ପ୍ରଥା ଅଟେ, କଷ୍ଟରେ କାନ୍ଦିପକାନ୍ତି ଝିଅମାନେ

କେବଳ ଭାରତ ରେ ନୁହଁ ପୁରା ଦୁନିଆରେ କେତେକ ପ୍ରଥା ଅଛି ଯାହା ବହୁତ ଭୟଙ୍କର ଅଟେ, ଆପଣଙ୍କୁ ଏମିତି ଗୋଟେ ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଏହି ଦୁନିୟାର ସବୁଠାରୁ ନିର୍ଦୟ ପ୍ରଥା ଅଟେ । ଆଫ୍ରିକାରେ ଖାତନା ନାମକ ଗୋଟେ ପ୍ରଥା ପ୍ରଚଳନ ଅଛି । ଏହି ପ୍ରଥା ଆଗରେ ଭାରତ ସତୀ ପ୍ରଥା ଓ ବାଲ୍ୟ ବିବାହ ଫିକା ଅଟେ । ଏହି ପ୍ରଥା ରେ ଝିଅ ମାନସିକ ଓ ଶାରୀରିକ ଶୋଷଣ କରା ଯାଏ, ଖାତନା କରିବା ପାଇଁ ଝିଅଙ୍କର ଗୋଟେ ନିଶ୍ଚିତ ବୟସ ଥାଏ ।

ପ୍ରାୟତଃ ୭-୮ ବର୍ଷ ମଧ୍ୟ ରେ ସବୁ ଝିଅଙ୍କ ଖାତନା କରା ଯାଏ, ଯେତେବେଳେ ମିଡିଆ ଏହି ସମ୍ପ୍ରଦାୟର ମୁଖିଆକୁ ପ୍ରଶ୍ନ କଲେ ଯେ ଝିଅଙ୍କ ଖାତନା କରିବା କଣ ପାଇଁ ଦରକାର ?ତେବେ ମୁଖିଆ କହିଲା ଝିଅଙ୍କ ମଧ୍ୟରେ ପୁରୁଷଙ୍କ ତୁଳନା ରେ ୪ ଗୁଣ କାମନାଇଛା ଥାଏ ଯାହାକୁ ଚାପିବା ପାଇଁ ଖାତନା କରା ଯାଏ ।

ଏହି ପ୍ରଥା ରେ ଝିଅଙ୍କୁ ଅସହନୀୟ କଷ୍ଟ ସାମ୍ନା କରିବାକୁ ପଡି ଥାଏ, ଏହି ପ୍ରଥା ଅନୁଯାଇ କୋମଳ ଝିଅ କୁ ଦାଇମାଁ ପାଖକୁ ନିଆ ଯାଏ ଓ ନିର୍ଦୟ ଭାବରେ ଝିଅ କ୍ଲିଟୋରିସକୁ କାଟି ଦିଆ ଯାଏ । ଏହା ଦ୍ଵାରା ଝିଅ ବଡ ହୋଇ ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ ।   ଏହି ସମୟରେ ବହୁତ ଝିଅ କଷ୍ଟ ସହି ପାରନ୍ତି ନାହିଁ ଓ ମରି ଯାନ୍ତି ।

ଯଦି ଝିଅ କୌଣସି ଭାବରେ କଷ୍ଟ ସହି ବଞ୍ଚି ଯାଆନ୍ତି ତେବେ ଜୀବନ ସାରା ସେ ନିଜ ସହ ହୋଇଥିବା ଏହି ଘଟଣାକୁ କେବେ ଭୁଲି ପାରନ୍ତି ନାହିଁ । ବର୍ତମାନ ରେ ଗୋଟେ ରିପୋର୍ଟ ଅନୁଯାଇ ଖାତନା ପ୍ରଥା ରେ ପ୍ରାୟତଃ ୭ ଲକ୍ଷ ଝିଅ ପୀଡିତ ଅଛନ୍ତି, ଏହି ପ୍ରଥା ରେ ପ୍ରତି ୩ଟି ଝିଅ ମଧ୍ୟରେ ଗୋଟେ ଝିଅ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ, କିନ୍ତୁ ବି ଏଠାରେ ଥିବା ଲୋକଙ୍କୁ କିଛି ଫରକ ପଡୁ ନାହିଁ ।

ଏହିଭଳି ଏକ ନିରଦାୟୀ ପ୍ରଥା ଏବେବ ବି ଚାଲିଛି । ଯେଉଁଠି ଛୋଟ ଛୋଟ ଝିଅ ମାନଙ୍କୁ ଏତେ କଷ୍ଟ ସହିବାକୁ ପଡୁଛି । ଏହା କରିବା କେତେ ଦୂର ଠିକ ? କଣ ଆପଣଙ୍କର ମତ ? ତେବେ ଭାରତରେ ମଧ୍ୟ କିଛି କିଛି ସ୍ଥାନରେ ଏହି ପ୍ରଥା ପ୍ରଚାଳନ ଅଛି ଏବଂ ଏହାର ବିରୋଧ ମଧ୍ୟ ଚାଲିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button