ସିଆଇଡି ଇନ୍ସପେକ୍ଟର ଦୟାଙ୍କ ସ୍ତ୍ରୀ ଅଟନ୍ତି ଏତେ ସୁନ୍ଦର, ଦେଖନ୍ତୁ

କେତେକ ଛୋଟ ପର୍ଦା ସିରିୟଲ ମଧ୍ୟ ଏତେ ପ୍ରସିଦ୍ଧ ହୋଇ ଥାଏ ଯାହା ପରେ ସେହି କଳାକାର ମାନଙ୍କୁ ସମସ୍ତେ ଚିହ୍ନିବା ଆରମ୍ଭ କରନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସିରିୟଲ କଳାକାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭଲ ଭାବରେ ଚିହ୍ନି ଥିବେ । ଏହି ସିରିୟଲ ସବୁ ଅଭିନେତାମାନଙ୍କୁ ଲୋକ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ନିଜ ପରିବାର ଲୋକଙ୍କୁ ଦେଖିଲେ ଆପଣ ଫିଲ୍ମ ଅଭିନେତ୍ରୀମାନଙ୍କୁ ଭୁଲି ଯିବେ ।
ତେବେ ଆସନ୍ତୁ ଜାଣିବା ଦୟା ଓ ତାଙ୍କ ରିୟଲ ଲାଇଫ ସ୍ତ୍ରୀଙ୍କ ବିଷୟରେ କିଛି ଖାସ ଓ ଦେଖିବା ତାଙ୍କ ସ୍ତ୍ରୀଙ୍କ ଫୋଟୋ । ସିଆଇଡି ସିରିୟଲ ସୋନି ଚେନେଲ ରେ ପ୍ରସାରିତ ହୋଇ ଥାଏ, ଭାରତ ରେ ସବୁଠାରୁ ଅଧିକ ସମୟ ଚାଲୁଥିବା ଧାରାବାହିକ ଅଟେ ।
ଏହି ସିରିୟଲ ବହୁତ ଲୋକ ଦେଖିବା ପସନ୍ଦ କରନ୍ତି ଏବଂ ଏହି ସିରିୟଲ କଳାକାରମାନଙ୍କ ବିଷୟରେ ଜାଣିବା ପାଇଁ ଇଛୁକ ରୁହନ୍ତି । ଏହି ସିରିୟଲ ଏବେ ବନ୍ଦ ହୋଇ ଯାଇଛି କିନ୍ତୁ ଏବେ ବି ଲୋକ ଏହି ସିରିୟଲ ଦେଖିବା ପାଇଁ ଲୋକ ଆଜି ବି ଇଛା କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏହି ସିରିୟଲ ମୁଖ୍ୟ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ସିରିୟଲ ରେ ଆପଣଙ୍କୁ ଦୟାଙ୍କ ଦବଙ୍ଗ ଷ୍ଟାଇଲ ବହୁତ ପସନ୍ଦ ଆସି ଥାଏ ।
ତେବେ ଦୟାଙ୍କ ସବୁଠାରୁ ପ୍ରସିଦ୍ଧ ତାଙ୍କ ଜାବ୍ଡା ଅଟେ ଯାହା ଖାଇଲା ପରେ ଆରୋପି ନିଜ ଅପରାଧ ମାନି ଥାନ୍ତି । ଦୟାଙ୍କ ପର୍ଶନଲ ଲାଇଫ ରେ ସେ ଫିଲ୍ମ ରେ ମଧ୍ୟ ପ୍ରୟାସ କରିଛନ୍ତି ଏବଂ ତାଙ୍କ ପରିଶ୍ରମ ଫଳ ରେ ସେ ବହୁତ ଫିଲ୍ମ ରେ କାମ ମଧ୍ୟ କରିଛନ୍ତି ଯେମିତିକି ଜାନି ଗଦର, ରନବେ, ସିଙ୍ଘମ ଋଟର୍ନ ଏବଂ ଅନ୍ୟ କେତୋଟି ଫିଲ୍ମ ରେ ସେ କାମ ପାଇଛନ୍ତି ଏବଂ ବହୁତ ଭଲ ଅଭିନୟ ମଧ୍ୟ କରିଛନ୍ତି ।
ତେବେ ଆପଣ ତାଙ୍କ ସ୍ତ୍ରୀ କୁ ଦେଖି ଏହା ଭାବିବେ ଯେ ଦୟାଙ୍କୁ ଏତେ ସୁନ୍ଦରୀ ଝିଅ କେମିତି ମିଳିଲେ କାହିଁକିନା ତାଙ୍କ ସ୍ତ୍ରୀ କୌଣସି ଫିଲ୍ମ ହିରୋଇନ ଠାରୁ କମ ନୁହନ୍ତି ।