ମନୋରଞ୍ଜନ

ବାଛନ୍ତୁ ଯେ କୌଣସି ଗୋଟିଏ ଚିତ୍ର ଓ ଜାଣନ୍ତୁ ମେ ମାସରେ ଆପଣଙ୍କର କେଉଁ ଇଚ୍ଛା ହେବ ପୂର୍ଣ୍ଣ- Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ ୩ଟି ଚିତ୍ର ଦେଖାଇବୁ ।

ଏବଂ ଆପଣଙ୍କୁ ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ଚିତ୍ର କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଚିତ୍ର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ କେଉଁ ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ୩ଟି ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଚିତ୍ର କୁ ବାଛିବା କୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଚିତ୍ର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଚିତ୍ର ଅନୁସାରେ ଆପଣଙ୍କ କେଉଁ ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଚିତ୍ର ବିଷୟରେ । ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ରେ ଏଭଳି ଏକ ବ୍ୟକ୍ତି ର ଆଗମନ ହେବାକୁ ଯାଉଛି ଯିଏ ଆପଣଙ୍କ ଜୀବନ ରେ ଆପଣଙ୍କ ସ୍ୱପ୍ନ କୁ ପର ଦେବ ଏବଂ ଆପଣଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ଦେବ । ସେହି ଅଜଣା ବ୍ୟକ୍ତି ଆପଣଙ୍କ ଜୀବନ କୁ ସୁନ୍ଦର ଅନୁଭବ ଦ୍ଵାରା ପରିପୂର୍ଣ୍ଣ କରିଦେବ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ଚିତ୍ର ବିଷୟ ରେ । ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଜୀବନ ରେ ଭଲ ପାଇବାର ନୂତନ ରାସ୍ତା ମିଳିପାରେ ଏବଂ ଆପଣ ନିଜ ପ୍ରେମୀ ଙ୍କ ସହିତ ନିଜ ଜୀବନ ରେ ନୂତନ ଆରମ୍ଭ କରିବେ । ଆପଣ ଯେଉଁ ବ୍ୟକ୍ତି କୁ ଚାହାନ୍ତି ହୋଇପାରେ ଆପଣଙ୍କୁ ସେହି ବ୍ୟକ୍ତି ଜୀବନସାଥୀ ରୂପରେ ମିଳି ପାରନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ଚିତ୍ର ବିଷୟ ରେ । ଯଦି ଆପଣ ତୃତୀୟ ନମ୍ବର ରେ ଥିବା ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆସୁଥିବା ସମୟ ଆପଣଙ୍କ ପାଇଁ ଖୁସି ନେଇ ଆଗମନ କରୁଛି । ଯାହାଦ୍ୱାରା ଆପଣଙ୍କ ଅଧା ରହିଥିବା ଇଚ୍ଛା ପୁର୍ଣ୍ଣ ହୋଇଯିବ, ଯାହା ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ । ଆପଣଙ୍କ ଆସୁଥିବା ସମୟ ନୂଆ ଆଶା ଓ ଭାବନା ରେ ପରିପୂର୍ଣ୍ଣ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button