ନବରାତ୍ରିରେ ଭୁଲରେ ମଧ୍ୟ ଏହି 10ଟି କାର୍ଯ୍ୟ କରନ୍ତୁ ନାହିଁ, ମା ହେବେ କ୍ରୋଧିତ… ସାରା ପରିବାର ହୋଇଯିବ ବରବାଦ

ନମସ୍କାର ବନ୍ଧୁଗଣ, ଆମେମାନେ ଯେତେ କଷ୍ଟ କଲେ ମଧ୍ୟ ଭଗବାନଙ୍କ କୃପା ଦୃଷ୍ଟି ରହିଲେ ହିଁ ଆମକୁ ଉଚିତ ଫଳ ପ୍ରାପ୍ତ ହୁଏ । ତେଣୁ ଲୋକମାନେ ସର୍ବଦା ଭଗବାନଙ୍କୁ ଖୁସି କରିବା ପାଇଁ ଅନେକ ପୂଜା ବିଧ୍ୟ କରିଥାନ୍ତି । କିନ୍ତୁ ବେଳେ ବେଳେ ଆମ ଅଜାଣତରେ ହୋଇଥିବା ଭୁଲ ପାଇଁ ଭଗବାନ କ୍ରୋଧିତ ହୋଇ ଉଠନ୍ତି । ଏବଂ ତାଙ୍କ କ୍ରୋଧ ଫଳରେ ଆମ ଜୀବନ ପୁରା ଓଲଟା ପାଲଟା ହୋଇଯାଏ । ତେଣୁ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।

ପ୍ରଥମ: ଯଦି ଆପଣ ପୂଜା କରୁଛନ୍ତି ତେବେ ଆପଣ ସମ୍ପୂର୍ଣ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କରନ୍ତୁ । ମାଙ୍କୁ ଆରାଧନା କରୁଥିବା ସମୟରେ ମନରେ କୌଣସି ଦୁର୍ଭାବନ ରଖନ୍ତୁ ନାହିଁ । ଦିତୀୟ: ନବରାତ୍ରି ସମୟରେ କୌଣସି ପ୍ରକାର ଅପଶବ୍ଦର ବ୍ୟବହାର କରନ୍ତୁ ନାହି । ତୃତୀୟ: ନବରାତ୍ରିରେ ମାଂସ ତଥା ମଦ, ତମ୍ବାଖୁର ସେବନ କରନ୍ତୁ ନାହିଁ । ସ୍ଵସ୍ତିକ ଭୋଜନ କରନ୍ତୁ ।
ଚତୁର୍ଥ: କୌଣସି ଅସୁବିଧାରେ ଥିବା ବ୍ୟକ୍ତି ବା କନ୍ୟାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ପଞ୍ଚମ: ଏହି ଦିନ ଚୁଟି କାଟନ୍ତୁ ନାହି, ଦାଢି କାଟନ୍ତୁ ନାହିଁ । ଏବଂ ନଖ ମଧ୍ୟ କାଟନ୍ତୁ ନାହିଁ । ଷଷ୍ଠ: ଚମଡା ବ୍ୟବହାରରୁ ବଞ୍ଚନ୍ତୁ ଜେଭଳି ପର୍ସ କାରଣ ଏସବୁକୁ ପଶୁ ମାନଙ୍କୁ ମାରି ତିଆରି କରାଯାଏ ।

ଏହାଦ୍ଵାରା ଆପଣଙ୍କ ଧ୍ୟାନ ଭଙ୍ଗ ହେବ । ନବମ: ଦିନରେ ସୁଅନ୍ତୁ ନାହିଁ କାରଣ ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରି ସମୟରେ ଦିନରେ ଶୋଇବା ମନା ଅଟେ । ଦଶମ: ମାସିକ ସମୟରେ ମନ୍ଦିର ଏବଂ ଧର୍ମ ସ୍ଥାନକୁ ଯାଅନ୍ତୁ ନାହି । ଯଦି ଉପରସ୍ଥ ସମସ୍ତ କଥାର ଧ୍ୟାନ ରଖାଯାଏ ତେବେ ମା ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ରହିବେ । କାରଣ ନବରାତ୍ରି ଭକ୍ତି ଏବଂ ଶକ୍ତିର ପର୍ବ ଅଟେ ।

ସମ୍ପୂର୍ଣ ନାରୀ ଜାତି ହିଁ ମାଙ୍କ ଅଂଶ ଅଟନ୍ତି ତେଣୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।




