ମନୋରଞ୍ଜନ

ବାଥରୁମ ଭିଡିଓ ଲିକ୍ ହେବାକୁ ନେଇ ଉର୍ବଶୀ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: କିଛି ଦିନ ତଳେ ଲିକ୍ ହୋଇଥିଲା ଉର୍ବଶୀଙ୍କ ବାଥରୁମ ଭିଡିଓ । ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ରହୁଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ନିଜର ବାଥରୁମ ଭିଡିଓକୁ ନେଇ ବିବାଦୀୟ ହୋଇପଡ଼ିଥିଲେ। ଭିଡିଓରେ ସେ ବାଥରୁମ ଭିତରେ ଥିବା ବେଳେ ପୋଷାକ କାଢ଼ୁଥିବା ଦେଖାଯାଇଥିଲା। ଉର୍ବଶୀଙ୍କ ପ୍ରଶଂସକଙ୍କୁ ଏହା ଶକ୍ତ ଧକ୍କା ଦେଇଥିବା ବେଳେ ଜାଣିଶୁଣି ଉର୍ବଶୀ ନିଜର ଏଭଳି ଭିଡିଓ ଭାଇରାଲ କରାଇଥିବା କଥା କହିଥିଲେ କିଛି ଲୋକେ।

ଏବେ ଏହା ଉପରେ ଉର୍ବଶୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜର ଆଗାମୀ ଫିଲ୍ମ ଘୁସପେଠିଆର ପ୍ରଚାର ସମୟରେ ଉର୍ବଶୀ କହିଛନ୍ତି ଯେ, “ଯେଉଁ ଦିନ ବାଥରୁମ ଭିଡିଓ ଭାଇରାଲ ହେଲା, ନିଶ୍ଚିତ ଭାବରେ ମୁଁ କିଛି ସମୟ ପାଇଁ ବିରକ୍ତ ହୋଇଯାଇଥିଲି। ଅବଶ୍ୟ ଏହା ମୋର ବ୍ୟକ୍ତିଗତ ଭିଡିଓ ନଥିଲା। ଏହା ମୋର ଚଳଚ୍ଚିତ୍ର ‘ଘୁସପେଠିଆର’ ଏକ ଭିଡିଓ ଥିଲା।”

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button