IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯେବେ କ୍ୟାମେରାରେ କଏଦ ହେଲା ଏକ ଜୀବିତ ଶିବଲିଙ୍ଗର ଚମତ୍କାର, Video ଦେଖି ସବୁ ରହିଗଲେ ଚକିତ

ଭଗବାନ ଶିବଙ୍କ ଲୀଳା ଯେଉଁ ଜାଗାରେ ସବୁ ଦେବା ଦେବୀଙ୍କ ମୂର୍ତ୍ତି କୁ ପୂଜା କରା ଯାଉଥିବା ବେଳେ ଭଗବାନ ଶିବ ଜି ଙ୍କର ଲିଙ୍ଗକୁ ପୂଜା କରାଯାଏ । ଏହି ଭଳି କିଛି ଶି-ବ-ଲି-ଙ୍ଗ ଅଛି ଯାହା ଧୀରେ ଧୀରେ ପ୍ରତେକ ଦିନ ବଢିବାରେ ଲାଗିଛି । ଏହା ବିଜ୍ଞାନ ପାଇଁ ହେଉଛି କି ଧାର୍ମିକ କାରଣରୁ ହେଉଛି ଏହା ଆମେ ଜାଣିନେ କିନ୍ତୁ ଏହା ପାଇଁ ଅନେକ ଲୋକ ସେହି ଜାଗାକୁ ଦର୍ଶନ ପାଇଁ ଯାନ୍ତି । ଆମେ ଆଜି ସେହି ବିଷୟରେ କହିବା ପାଇଁ ଯାଉଛୁ ।

ଛତ୍ର ପୁର ଜିଲ୍ଲାର ଖଜୁରା ରେ ମଙ୍ଗେତେଶ୍ଵର ଶିବ ମନ୍ଦିର ଏହି ମନ୍ଦିର ରେ ଥିବବା ଶି-ବ-ଲି-ଙ୍ଗ ଯେତେ ଉପରକୁ ଯାଉଛି ସେତିକି ତଳକୁ ମଧ୍ୟ ଯାଉଛି । ଏହା ସବୁ ଦିନ ଶରତ ପୁର୍ଣିମା ରେ ଏକ ଇଞ୍ଚ ରୁ ଭି କମ ବାଢୁଛି କିନ୍ତୁ ଏହା ବଢିବା କଥା ନିଶ୍ଚିତ ରୂପେ ବଢୁଚି ।

ଯାହା ଦ୍ଵାରା ଲାକ୍ଷା ଧିକ ଭକତ ସେଟାକୁ ଯାଉଛନ୍ତି ଏହି ଚମତ୍କାର ଦେଖିବା ପାଇଁ । ଗୁଜିରାତ ରେ ଥିବା ଶି-ବ-ଲି-ଙ୍ଗ ମ୍ରିଦେଶ୍ଵର ସବୁ ବର୍ଷ ବଢିବାରେ ଲାଗିଛନ୍ତି । ଏହି କଥା ମାନ୍ୟତା ଅଛି କି ଏହି ଶି-ବ-ଲି-ଙ୍ଗ ସାଢେ ଆଠ ଫୁଟ ହୋଇଗଲାଣି ଏହା ଆଉ କିଛି ଦିନ ପରେ ଚାତକୁ ଲାଗିବ । ସେତେବେଳେ ଏହା ପୃଥିବୀ ର ପ୍ରଳୟକୁ ଦେଖାଇବ । ଏହି ଶି-ବ-ଲି-ଙ୍ଗ ବଢିବ ପାଇ ହୁଏତ ୧ ଲକ୍ଷ ବର୍ଷ ଲାଗିବ । କାରଣ ଏହା ବଢିବା ପାଇଁ ଚାଉଳ ଠୁ ମଧ୍ୟ ଛୋଟ ଆକାର ରେ ବଢୁଛି । ଆଉ ଏକ ବେଶେଷ ଗୁଣ ହେଉଛି କି ଏହାକୁ ଏକ ଜଳ ଧାରା ସବୁ ବେଳେ ଅଭିଷେକ କରୁଥାଏ ।

ଏହା ଉପରେ ଜଳ ବାୟୁର ପ୍ରଭାବ ପଡି ନଥାଏ । ତେଣୁ ଏହା ଅବିରତ ବହୁ ଥାଏ । କାଶୀ ନାଗରେ ଅନେକ ମାନନ୍ଦିର ଅଛି ଏଠାରେ ଏକ ମନ୍ଦିର ଅଛି ଯାହାର ନାମ ତିଳ ଭଣ୍ଡେଶ୍ଵର । ଏହି ଶି-ବ-ଲି-ଙ୍ଗ ପ୍ରତେକ ଦିନ ବାଢୁଥିଲା ଏହା ଶତ୍ୟ ଯୁଗରେ ଆରମ୍ଭ ହୋଇ ଥିଲା । ଏହା ଦେଖି ଲୋକ ମାନେ ଡଋ ଗଲେ ଓ ସେମାନେ ଭଗବାନ ଶିବ ଙ୍କୁ କହିଲେ କି ଏହି ଭଳି ଯଦି ଏହାର ଆକାର ବଢିବ ତେବେ ଦିନେ ଏହା ସମ୍ପୂର୍ଣ ବିଶ୍ଵ ରେ ଥିବା ସବୁ ଶି-ବ-ଲି-ଙ୍ଗକୁ ନିଜ ଭିତରେ ରଖୀ ନେବ ।

ତେଣୁ ଏହା ପାଇଁ ଶିବ ଭଗବାନ ପ୍ରକଟ ହୋଇ କହିଲେ କି ଠିକ ଅଛି ସେ କେବଳ ମକର ସଂକରାନ୍ତି ଦିନ ହିଁ ବଢିବେ । ତେଣୁ ଏହା ଏବେ କେବଳ ମକରସଂକରାନ୍ତି ରେ ହିଁ ବଢୁଛନ୍ତି । ଆପଣ ଜାଣି ଥିବେ କି ଭଗବାନ ଶିବ ଜି ଭୂତେଶ୍ଵର ଶିବ ଜି ଏହା ଛତିଶ ଗଡରେ ଅଛନ୍ତି । ଏହି ଶି-ବ-ଲି-ଙ୍ଗା ପ୍ରତେକ ବର୍ଷ ଏକ ରୁ ଅଧିକ ଇଞ୍ଚ ହିସାବରେ ବଢିବାରେ ଲାଗିଛି । ବିଜ୍ଞାନ ମଧ୍ୟ ଏହାକୁ ଜାଣିବା ପାଇଁ ସମାର୍ଥ୍ୟ ହୋଇନି କି କିଭଳି ଏହା ବଢିବାରେ ଲାଗିଛି ।

ଏହାଙ୍କୁ ଚନ୍ଦନ ଲଗେଇବା ପାଇଁ ସବୁ ଦିନ ୧୮ ରୁ ୨୨ ଟି ଶିଦଧି ଚଢିବା ପାଇଁ ପଡେ । ଏବେ ଆସନ୍ତୁ ଜାଣିବା ପାଉଦିବାଲା ଶି-ବ-ଲି-ଙ୍ଗ ବିଷୟରେ । ଏହି ଶି-ବ-ଲି-ଙ୍ଗ ରାମାୟଣ ଯୁଗରୁ ଅଛି ଏହି ଶି-ବ-ଲି-ଙ୍ଗକୁ ପୂଜା କରି ରାବଣ ଅମରତ୍ଵ ପାଇ ଥାନ୍ତା । କିନ୍ତୁ ଭଗବାନ ତାକୁ କହିଥିଲେ କି ଯଦି ଗୋଟେ ଦିନରେ ସେ ୫ ଟି ଶିଢି କରିବ ତେବେ ସେ ଅମର ହେବ । ମାତ୍ର ଏହାର ନିର୍ମାଣ କରିବା ଅବେଳେ ତାର ଆଖି ଲାଗି ଯିବାରୁ ସେ ଅମର ହୋଇ ପାରି ନଥିଲା । ଏହା ପରେ ଏହି ଶି-ବ-ଲି-ଙ୍ଗର ଆକାର ସବୁ ବେଳେ ବଢିବାରେ ଲାଗିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button