ଦେଶ
ଉତ୍ତରାଖଣ୍ଡରେ ଭୂସ୍ଖଳନ, ୨ ଶିଶୁ ମୃତ – Ibnodisha

[ad_1]
ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅନ୍ତର୍ଗତ ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ ଘଟି କୁଡିଆ ଘର ଭୁଶୁଡି ପଡିବାରୁ ସେଥôଫରେ ରାତ୍ରୀଯାପନ କରିଥିବା ୨ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଆହତ ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗତ ପାଞ୍ଚଦିନ ମଧ୍ୟରେ ଗୌରୀକୁଣ୍ଡରେ ଏହା ଦ୍ୱିତୀୟ ଭୂସ୍ଖଳନ ଘଟଣା । ମୃତାହତମାନେ ନେପାଳ ବାସିନ୍ଦା ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ବିଶ୍ୱଭାରତୀ କ୍ୟାମ୍ପସ ଛାଡ଼ିବେନି ଅମର୍ତ୍ତ୍ୟ ସେନ
[ad_2]