ରାଜ୍ୟ

ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଧରୁଆଡିହି ଥାନା ଅନ୍ତର୍ଗତ ବାବୁପଡ଼ା ଖେଳ ପଡିଆରେ ପଡ଼ି ରହିଛି ଯୁବକଙ୍କ ମୃତଦେହ । ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ। ମୃତ ଯୁବକ ମୃତକଙ୍କ ନାଁ ଭୀମସେନ କମାର ଲେଢ଼ିମଙ୍ଗ ଗ୍ରାମର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଧରୁଆଡିହି ପୋଲିସ ପହଞ୍ଚିଛି । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button