କେବଳ ଏହି ପତ୍ରକୁ ଲଗାନ୍ତୁ, ଏକଜିମା ଭଳି ରୋଗ ମୂଳରୁ ଶେଷ ହେବ, ବାସ ପ୍ରୟୋଗ କରିବାର ଉପାୟ ଜାଣି ନିଅନ୍ତୁ…

ଶରୀରରେ ଯେବେ ଏକଜିମା ହୋଇଥାଏ ସେଠାରେ କୁଣ୍ଡାଇ ହୋଇ ଅନେକ ସମୟରେ ରକ୍ତ ମଧ୍ୟ ପଡିଥାଏ । ସାଧାରଣତ ଲୋକ ମାନେ ଏଲୋପାତି ମେଡ଼ିସିନ ଦ୍ଵାରା ଏକଜିମା ଭଲ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏଲୋପାତି ମେଡ଼ିସିନ ର ପ୍ରୟୋଗ କରି ଏକଜିମା ସଂପୂର୍ଣ୍ଣ ରୂପରେ ଭଲ ହୁଏ ନାହି । ଏଥିପାଇଁ ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ । କେବେଳ ଏକଜିମା ରୋଗକୁ ଶେଷ କରିବ ତାହା ନୁହେ ବରଂ ଶରୀରର ଅନେକ ପ୍ରକାରର ଚର୍ମ ରୋଗକୁ ମଧ୍ୟ ଭଲ କରିବା ।
ସ୍କିନ ଇନଫେକସନ ଓ ଏକଜିମା ରୋଗକୁ ଭଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ହୋମ ରେମେଡି ନେଇ ଆସିଛୁ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପାଚିଲା ପଣସ ପତ୍ର ର । ଯାହା ଆପଣଙ୍କୁ ବହୁତ ସହଜରେ ବାଡି ରୁ ମିଳିଯିବ । ପ୍ରଥମେ ଆପଣ ଏକ ବଡ ସାଇଜର ପାଚିଲା ପଣସ ପତ୍ର ନେଇ ତାହାକୁ ପୋଡି ତାହାର ଭସ୍ମ ପ୍ରସ୍ତୁତ କରନ୍ତୁ ।
ପାଚିଲା ପଣସ ପାତ୍ର ର ଭସ୍ମ ତିଆରି କରିବା ପାଇଁ ଏକ ଲୁହା କଢେଇ ଗ୍ଯାସ ରେ ବସାନ୍ତୁ । କଢେଇ ଅଧିକ ଗରମ ହେବା ପରେ ଯାଇ ସେଥିରେ ପଣସ ପତ୍ର କୁ ପକାନ୍ତୁ । ଦେଖିବେ ଏହା ଭଲ ଭାବେ ଜଳି ଅଙ୍ଗାର ହୋଇଯିବେ । ଆପଣ ଅଧିକ ଦିନ ଯାଏଁ ଏହାକୁ ଷ୍ଟୋର କରି ରଖିବାକୁ ଚାହୁଁଥିଲେ ଅଧିକ ପାଚିଲା ପଣସ ପତ୍ର ନେଇ ପାରିବେ ।
ଆପଣ ଏହି ପଣସ ପାତ୍ର ରେ ଭସ୍ମ ରେ ଆବଶ୍ୟକ ଅନୁଯାୟୀ ଜଡା ତେଲ ଆଡ କରନ୍ତୁ । ଏହାକୁ ଭଲ ଭାବେ ମିଶ୍ର କରିବା ପରେ ଏହା ସମ୍ପୂର୍ଣ ରୂପରେ ଏକ ପେଷ୍ଟ ଭାବେ ପ୍ରସ୍ତୁତ ହୋଇଯିବ । ଏକଜିମା ଦୂର କରିବା ପାଇଁ ଏବେ ରେମେଡି ପୁରା ପୁରି ଭାବେ ପ୍ରସ୍ତୁତ ହୋଇ ଯାଇଛି । ରାତିରେ ଶୋଇବା ପୂର୍ବରୁ ଏହାକୁ ଯେଉଁ ଜାଗାରେ ଏକଜିମା ହୋଇଛି ସେଠାରେ ଲାଗନ୍ତୁ । ତା ପର ଦିନ ସକାଳେ ଗରମ ପାଣିରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ ।
ଧ୍ୟାନ ରଖିବେ ଏହି ରେମେଡି ଶରୀରରେ ଲଗାଇବା ସମୟରେ ତୁଳା ସାହାଜ୍ଯ ଲଗାନ୍ତୁ । ହେଲେ ତୁଳାକୁ ଠାରେ ଏହି ମିଶ୍ରଣରେ ବୁଡାଇବା ପରେ ଆଉ ଥରେ ବୁଡାନ୍ତୁ ନାହି । ଆଉ ଏକ ତୁଳା ଆପଣ ଏଥିରେ ବ୍ୟବହାର କରି ପାରିବେ । ଅନେକ ଦିନରୁ ହୋଇଥିବା ଏକଜିମା ଦୂର କରିବା ପାଇଁ ଏହା ରାମବାଣ ଭଳି ଭଳି କାମ କରିବ ।




