ଆପଣଙ୍କୁ Marriage ପାଇଁ କିଏ Propose କରିବାକୁ ଯାଉଛି…. ଜାଣିବା ପାଇଁ ବାଛନ୍ତୁ କୌଣସି ଏକ ନମ୍ବର !
ପ୍ରତ୍ଯେକଟି ବ୍ୟକ୍ତି ଏକ ଭଲ ପାର୍ଟନରକୁ ବାହା ହୋଇ ତା’ ର ଜୀବନସାଥି କରିନେବାକୁ ଚାହିଁଥାଏ । ହେଲେ କିଏ କାହାକୁ ବାହା ହେବ, ଭାଗ୍ୟରେ କାହା ନାମ ସହ କାହା ନାମ ଯୋଡ଼ାଯାଇଥାଏ । ତାହା ଆଗରୁ କିଛି କହିହୋଇନଥାଏ । ତେବେ ଚାଲନ୍ତୁ ଆପଣଙ୍କୁ କିଏ ବାହାଘର ପାଇଁ ନିଜ ଆଡୁ ପ୍ରପୋଜ କରିବ ତାହା ବିଷୟରେ ଜାଣିନେବା । ହେଲେ ଏଥିପାଇଁ କିନ୍ତୁ ଆପଣଙ୍କୁ 1 ଠାରୁ 5 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ନେବାକୁ ପଡିବ । ଯଦି ଆପଣ ନିଜ ଏକ ନମ୍ବର ବାଛି ସାରିଛନ୍ତି । ତେବେ ଆମ କହିବୁ ଆପଣଙ୍କୁ କିଏ ପ୍ରପୋଜ କରିବ ।
1-ଆପଣଙ୍କର କ୍ରଶ ହିଁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରିବ । ହେଲେ ଯଦିଓ ସେ ବର୍ତ୍ତମାନ ଆପଣଙ୍କୁ ତାଙ୍କର ମନର କଥା କହିପାରୁ ନାହାନ୍ତି । ହେଲେ ସେ ହିଁ ଦିନେ ନା ଦିନେ ମନରେ ସାହସ ଯୁଟାଇ ଆପଣଙ୍କୁ ନିଜର ମନର କଥା ଖୋଲି କହିଦେବ । ସେ ଆପଣଙ୍କୁ ଭଲ ପାଇ ବାହା ହେବାକୁ ଚାହୁଁଛନ୍ତି ।
2-ଆପଣଙ୍କର ଜଣେ ଭଲ ବନ୍ଧୁ ହିଁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରିବ । ଆପଣ ଦୁହିଙ୍କ ମଧ୍ୟରେ ଥିବା ବନ୍ଧୁତ୍ଵ ଦିନେ ଭଲ ପାଇବାରେ ପରିଣତ ହେବ । ତାପରେ ସେ ହିଁ ନିଜ ଆଡୁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରିବେ ।
3-ଆପଣଙ୍କର ଜଣେ ପ୍ରିୟ ପଡୋଶୀ ହିଁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରିବାକୁ ଯାଉଛି । ଜିଏକି ଆପଣଙ୍କୁ ତ ବହୁତ ଭଲ ପାଉଛନ୍ତି । ଏଥିସହ ଆପଣଙ୍କୁ ବାହା ହେବାକୁ ମଧ୍ୟ ଚାହୁଁଛନ୍ତି । ସେ ହିଁ ଆପଣଙ୍କୁ ମ୍ୟାରେଜ କରି ତାଙ୍କର ଜୀବନସାଥି କରିବେ ।
4-ଆପଣଙ୍କର ଲଭର ହିଁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରି କହିବ । ଯାହାଙ୍କୁ ଆପଣ ବି ନିଜର ଲଭ ବୋଲି ମାନନ୍ତି । ଜିଏକି ଆପଣଙ୍କୁ ତାଙ୍କର ସବୁକିଛି ବୋଲି ମାନନ୍ତି । ଆପଣଙ୍କ ସହ ଘର ସଂସାର କରିବାକୁ ଚାହୁଁଛନ୍ତି ।
5-ଆପଣ ଯଦି ପୁଅ ତେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ, ନଚେତ ଆପଣ ଯଦି ଝିଅ ତେବେ ଆପଣଙ୍କ ବୟଫ୍ରେଣ୍ଡ ହିଁ ଆପଣଙ୍କୁ ମ୍ୟାରେଜ ପାଇଁ ପ୍ରପୋଜ କରିବ । ଏହା ସହ ଆପଣଙ୍କୁ କେତେ ଭଲ ପାଆନ୍ତି ମଧ୍ୟ ଜଣାଇବେ ।