IBN ଓଡ଼ିଶା ବ୍ୟୁରୋ

ସବୁଠୁ ବଡ ପାପି | ଅଜାଣତରେ ଏହି 5ଟି ପାପ କରିଥିବା ଲୋକ ଜୀବନ ସାରା ଦରିଦ୍ର ହିଁ ରହିଥାଏ..

ବନ୍ଧୁଗଣ ଆମ ପୁରାଣରେ ସର୍ବମୋଟ 18ଟି ପୁରାଣ ଅଛି ଏବଂ ସେହି ପୁରାଣ ମଧ୍ୟରୁ ଶିବ ପୁରାଣ ଏକ ଏପରି ପୁରାଣ କି ଯେଉଁଥିରେ ମଣିଷ ଜୀବନକୁ ସୁଖମୟ କରିବା ପାଇଁ ଅନେକ ଗୁଡିଏ ମନ୍ତ୍ର କୁହାଯାଇଛି | ଶିବ ପୁରାଣରେ ଏପରି 5ଟି ପାପ ବିଷୟରେ କୁହାଯାଇଛି ଯେଉଁ ପାପ ମଣିଷ ତା ଅଜଣାତରେ କରିଥାଏ | ଏବଂ ଏହା ପାଇଁ ସେ ଦଣ୍ଡ ମଧ୍ୟ ଭୋଗିଥାଏ |

ଭଗବାନ ଶିବଙ୍କ ଅନୁସାରେ ଜୀବନରେ କେବେ ବି ଆପଣଙ୍କୁ ଏହି 5ଟି ପାପ କରିବା ଉଚିତ ନୁହେଁ | ଏହି ପାପ କରିଲେ ଆପଣଙ୍କୁ କେବେ ବି ଭଗବାନ ଶିବଙ୍କର ଆଶ୍ରିବାଦ ପ୍ରାପ୍ତ ହେବ ନାହିଁ | ଏବଂ ଏହା ହେଉଛି କାରଣ ଯେ ବ୍ୟକ୍ତିମାନେ ଅଜାଣତରେ ଏହି ପାପ କରିଦିଅନ୍ତି ଏବେ ଭଗବାନ ଶିବଙ୍କ କୃପାରୁ ବଂଚିତ ହୋଇଯାଆନ୍ତି | ଆଜି ଆମେ ଆପଣଙ୍କୁ ଏପରି 5ଟି ପାପ ବିଷୟରେ କହିବୁ ଯାହା କରିବା କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଆପଣଙ୍କୁ କେବେ ବି ପ୍ରାପ୍ତ ହୋଇନଥାଏ | ଚାଲନ୍ତୁ ଜାଣିନେବା କଣ କଣ ଏହି ପାପ |

1.ମାନସିକ ପାପ – ଶିବ ପୁରାଣ ଅନୁସାରେ କଳିଯୁଗର ମଣିଷ ପ୍ରତ୍ୟେକ ଦିନ ମାନସିକ ପାପ କରିଥାଏ | ମାନସିକ ପାପ ର ଅର୍ଥ ନିଜ ମନରେ ଅନ୍ୟ ବିଷୟରେ ଖରାପ ଚିନ୍ତା କରିବାକୁ କୁହାଯାଏ ତାହା କୌଣସି ମହିଳା ବିଷୟରେ ଭାବିବା ହେଉ କି ଅନ୍ୟର ଉନ୍ନତି ବିଷୟରେ ହେଉ | କାହାର ସୌନ୍ଦର୍ଯ୍ୟ କୁ ଦେଖି ମନେ ମନେ କାମନା କରିବା, କାହାର ଅନିଷ୍ଟ ଚିନ୍ତା କରିବା ଆଦି ବଡ଼ ପାପ ହୋଇଥାଏ |

2.ମିଥ୍ୟା କହିବା,କାହାକୁ ଖରାପ କହିବା, ଖରାପ ଭାଷା ରେ ଗାଳି କରିବା ବହୁତ ବଡ଼ ପାପ ହୋଇଥାଏ | ମନୁଷ୍ୟ କୁ ସଦା ସର୍ବଦା ମିଠା ବଚନ କହିବ ଉଚିତ କାହା ମନକୁ କଷ୍ଟ ହେଲା ପରି କଥା କହିବ ଉଚିତ ନୁହେଁ | ଏମିତି ସବୁବେଳେ ଗରିବ ହିଁ ରହିଥାନ୍ତି |

3. ଶାରୀରିକ ପାପ – ଶିବ ପୁରାଣ ରେ ପ୍ରକୃତି କୁ ଈଶ୍ୱର ବୋଲି କୁହାଯାଇଛି, ତେବେ ପ୍ରକୃତିର ହାନି କରିବା ପାପ ହୋଇଥାଏ | ଗଛ କାଟିବା ପଶୁ ପକ୍ଷୀ ଙ୍କୁ ହତ୍ୟା କରିବା ଏହିସବୁ ଶାରୀରିକ ପାପ ଶ୍ରେଣୀରେ ଆସିଥାଏ | ପାପ ତଳେ ଛୋଟ ଛୋଟ ଜୀବ ଜନ୍ତୁ ମାରିବା କୁ ମଧ୍ୟ ପାପ ବୋଲି କୁହାଯାଏ |

4.ନିନ୍ଦା କରିବା – କଳିଯୁଗ ରେ ସବୁଠୁ ଭୟଙ୍କର ପାପ ମଧ୍ୟ ରେ ନିନ୍ଦା କରିବାକୁ ସବୁଠୁ ବଡ ପାପ ବୋଲି କୁହାଯାଇଛି | ବୟସ୍କ ଲୋକ, ବାପା ମାମା ସମସ୍ତଙ୍କୁ ନିନ୍ଦା କରିବା ଉଚିତ ନୁହେଁ | ନିନ୍ଦା କରିବା ପୂର୍ବରୁ ଭାବିବା ଦରକାର ସେହି ଲୋକ ପ୍ରକୃତ ରେ ନିନ୍ଦା ପାଇବାର ଯୋଗ୍ୟ କି ନୁହେଁ | ତେବେ ନିନ୍ଦା କରିବା ବଡ଼ ପାପ ହୋଇଥାଏ |

Related Articles

Leave a Reply

Your email address will not be published. Required fields are marked *

Back to top button