IBN ଓଡ଼ିଶା ବ୍ୟୁରୋ

ମହିଳା ମାନେ ରୋଷେଇ ଘରେ ଏମିତି ରଖନ୍ତୁ ” ତାୱା ” ରାତା ରାତି ବଦଳିଯିବ ଭାଗ୍ୟ କାଙ୍ଗାଳ ବି ହେବେ ମାଲାମାଲ..

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଏମିତି ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହା ମନୁଷ୍ୟ ଜୀବନ ରେ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ | ବାସ୍ତୁ ଦୋଷ କେବଳ ଘରର ସଠିକ ଦିଗ କିମ୍ବା ସ୍ଥାନ ଯୋଗୁ ହୋଇନଥାଏ ବରଂ ଏହା ରୋଷେଇ ଘରେ ଥିବା ବାସନ ର ଅବସ୍ଥିତି ପାଇଁ ମଧ୍ୟ ହୋଇଥାଏ | ଏହି କାରଣ ରୁ ଶୁଭ ଅଶୁଭ ମଧ୍ୟ ହୋଇଥାଏ, ଏହା ଯୋଗୁ ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡିପାରେ | ସେଥିପାଇଁ ବାସ୍ତୁ ଅନୁସାରେ ଘରର ବାସନ କୁ ମଧ୍ୟ ସଠିକ ବ୍ୟବହାର ଏବଂ ସଠିକ ସ୍ଥାନ ରେ ନରଖିବା ଦ୍ୱାରା ବହୁତ ସମସ୍ୟା ଉପୁଜିଥାଏ | ଆଜି ଆମେ ରୋଷେଇ ଘରେ ସବୁ ଠୁ ଅଧିକ ବ୍ୟବହାର ହେଉଥିବା ତାୱା ଏବଂ କଡେଇ ବିଷୟରେ କହିବୁ | ତେବେ ଆସନ୍ତୁ ଜାଣିବା ବାସ୍ତୁ କଣ କୁହେ –

” ତାୱା ” ଏବଂ ” କଢେଇ ” ବ୍ୟବହାର କରିବା ସମୟରେ ଏହି ବିଷୟର ଧ୍ୟାନ ରଖନ୍ତୁ -1.ତାୱା ଏବଂ କଡେଇକୁ ସର୍ବଦା ସଫା କରି ରଖନ୍ତୁ, ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ବାସନ ଯେତେ ଚମକିଲା ରହିବ | ତାହା ଆପଣଙ୍କ ଭାଗ୍ୟ କୁ ମଧ୍ୟ ସେତିକି ଚମକେଇ ଦେବ |

2.ତାୱା ଏବଂ କଡେଇ ର ପବିତ୍ରତା ର ମଧ୍ୟ ଧ୍ୟାନ ରଖିବା ଉଚିତ, ଏହାକୁ ଅଇଁଠା କରି ରଖନ୍ତୁ ନାହିଁ | ଏହା ଦ୍ୱାରା ଆପଣଙ୍କୁ ବାସ୍ତୁ ଅନୁସାରେ ଆର୍ଥିକ ଏବଂ ବ୍ୟାପାର ରେ କ୍ଷତି ର ସାମ୍ନା କରିବାକୁ ପଡିପାରେ |

3. ବାସ୍ତୁ ଅନୁସାରେ କେବେ ବି ରୋଷେଇ ଘରେ ଭଙ୍ଗା ତାୱା କିମ୍ବା କଢେଇ ରଖନ୍ତୁ ନାହିଁ | ଏହା ଦ୍ୱାରା ଘରର ଉନ୍ନତି ରେ ବାଧା ସୃଷ୍ଟି ହୋଇଥାଏ | ତେବେ ଯଦି ଘରେ ଏହି ପରି ବାସନ କିମ୍ବା ତାୱା ଅଛି ତେବେ ତୁରନ୍ତ ହଟେଇ ଦିଅନ୍ତୁ |

Related Articles

Leave a Reply

Your email address will not be published. Required fields are marked *

Back to top button