IBN ଓଡ଼ିଶା ବ୍ୟୁରୋ

ଏମିତି ଲକ୍ଷଣ ଥିବା ନାରୀ, ସ୍ଵାମୀ ଏବଂ ପରିବାର ପାଇଁ ହୋଇଥାନ୍ତି ଅଶୁଭ

ଯେତେ ବେଳେ ଗୋଟିଏ ଝିଅ ଜନ୍ମ ହୋଇ ଘରକୁ ଆସେ ସେତେ ବେଳେ କୁହନ୍ତି କି ମାତା ଲକ୍ଷ୍ମୀ ଙ୍କ ଘର କୁ ପ୍ରବେଶ ହୋଇଛି । ହେଲେ ଏହି କଥା କେହି ବି ଜାଣି ନ ଥାନ୍ତି ସେ ଘରକୁ ଶୈଭାଗ୍ୟ ନେଇ କରି ଆସି ଥାଏ କି ଦୁର୍ଭାଗ୍ୟ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ନାରୀ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ବିବାହ ପରେ ନିଜ ସ୍ୱାମୀ ଏବଂ ପରିବାର ପାଇଁ କଲଲଙ୍କ ହୋଇ ଥାନ୍ତି ।ଗୋଟିଏ ନାରୀ ବିନା ଏହି ସୃଷ୍ଟି ଅଧା ତେବେ ସେହି ନାରୀ ଘର କୁ ସଜେଇ ପାରେ ବା ବିଗାଡି ପାରେ ।

ହେଲେ ଆମ ସମାଜ ରେ ଏମିତି ବି କିଛି ନାରୀ ମାନେ ରହିଛନ୍ତି । ଯେଉଁ ମାନେ ନିଜ ସ୍ୱାମୀ ଏବଂ ପରିବାର ପାଇଁ ଅଶୁଭ ହୋଇ ଥାନ୍ତି । ପ୍ରଥମେ ହେଲା ଯେଉଁ ନାରୀ ମାନେ ନିଜ ସ୍ୱାମୀ ଥାଇ ବି ସେମାନେ ଅନ୍ୟ ପୁରୁଷ ସହିତ ସଂମ୍ପର୍କ ସ୍ଥାପନା କରନ୍ତି । ଏହି ପରି ନାରୀ ମାନଙ୍କୁ ସମାଜ କଣ ସ୍ୱର୍ଗ ବି ସ୍ଥାନ ମିଳେ ନାହିଁ ।

ଯେଉଁ ନାରୀ ମାନେ ଅନ୍ୟ ର ସୁଖ ଦେଖି ସହି ପାରେ ନାହିଁ । ମାନେ ସବୁ ବେଳେ ଅନ୍ୟ ର ସୁଖ ଦେଖି ଇର୍ସା ରେ ଜଳି ଥାନ୍ତି ସେହି ପରି ନାରୀ ମାନେ ନିଜ ପରିବାର ପାଇଁ ଅଶୁଭ ହୋଇ ଥାନ୍ତି । ଯେଉଁ ନାରୀ ମାନେ ନିଜ ସ୍ୱାର୍ଥ ଦେଖେ ଏବଂ ଅନ୍ୟ କୁ ହତାଦର କରେ ସେମାନ ଙ୍କୁ କେବେ ସନ୍ତାନ ପ୍ରାପ୍ତି ହୋଇ ନ ଥାଏ । ଏହା ସହିତ ନିଜ ପରିବାର ଏବଂ ନିଜ ବନ୍ଧୁ ବାନ୍ଧବ ଠାରୁ କେବେ ବି ଭଲପାଇବା ମିଳେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button