ରାଜ୍ୟ

ବଦଳିଆ ମୋ ସ୍କୁଲ୍‌ ଅଭିଯାନ ନାଁ

ଭୁବନେଶ୍ୱର : ବଦଳିଆ ମୋ ସ୍କୁଲ୍‌ ଅଭିଯାନ ନାଁ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ନାଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି । ଏହି ନାଁ ବଦଳି ନୂଆ ନାଁ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ ରଖାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି କରାଯାଇଛି ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button