IBN ଓଡ଼ିଶା ବ୍ୟୁରୋ

: କେଉଁ ଜୀବ ପାଣି ପିଇବା ପରେ ମରିଯାଏ ? 100 ରୁ 99 ଜଣ ଜାଣି ନଥିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ପ୍ରଶ୍ନ ଉତ୍ତର ମାନଙ୍କୁ ନେଇ କରି ଆସିଛୁ, ଯାହା ଆପଣ ଙ୍କର ମସ୍ତିସ୍କ ର ବା ବୁଦ୍ଧି ର ବିକାଶ କରିବା ବ୍ଯତୀତ ଏହା ଜନ ମାନସ ମାନଙ୍କ ମଧ୍ୟରେ ଆପଣଙ୍କୁ ସୁସମ୍ମାନିତ ମଧ୍ୟ କରି ଦେବ । ତାହା ବ୍ଯତୀତ ଯେଉଁ ମାନେ କୌଣସି କିଛି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟୀ ଅଟେ । କାରଣ ଆଜିକାଲି ଅନେକ ସରକାରୀ ପରୀକ୍ଷା ମାନଙ୍କ ରେ ମଧ୍ୟ ଏହି ଭଳି ଧରଣ ର ପ୍ରଶ୍ନ ପଡୁଅଛି ।

ତେବେ ଆସନ୍ତୁ ଜାଣି ନେବା ସେହି ପ୍ରଶ୍ନ ଗୁଡିକ କଣ କଣ ହୋଇ ପାରେ ।

ପ୍ର ୧ : ଏକ ଅକ୍ଟୋପସ ର କେତୋଟି ହୃଦୟ ଅଛି ?

ଉତ୍ତର : ଏକ ଅକ୍ଟୋପସ ର ୩ ଟି ହୃଦୟ ଅଛି ।

ପ୍ର ୨ : ଜିଆ କାହା ସାହାର୍ଯ୍ୟ ରେ ଶ୍ୱାସ କ୍ରିୟା କରିଥାଏ ?

ଉତ୍ତର : ଜିଆ ଚର୍ମ ସାହାର୍ଯ୍ୟ ରେ ଶ୍ୱାସ କ୍ରିୟା କରିଥାଏ ।

ପ୍ର ୩ : କେଉଁ ପକ୍ଷୀ ପଛକୁ ଉଡ଼ିପାରେ ?

ଉତ୍ତର : ହମିଂବାର୍ଡ ନାମର ପକ୍ଷୀ ପଛକୁ ଉଡ଼ିପାରେ ।

ପ୍ର ୪ : ଏକ ବିରାଡ଼ି ର କାନରେ କେତେ ଗୋଟି ମାଂସପେଶୀ ଥାଏ ?

ଉତ୍ତର : ଏକ ବିରାଡ଼ି ର କାନରେ ୩୨ ଟି ମାଂସପେଶୀ ଥାଏ ।

ପ୍ର ୫ : କେଉଁ ପ୍ରାଣୀ କେବଳ ୟୁକାଲି ପଟାସ୍ ଗଛର ପତ୍ର ଖାଏ ଏବଂ ଅନ୍ୟ କିଛି ଖାଏ ନାହିଁ ?

ଉତ୍ତର : କୋଆଲା ନାମ ର ପ୍ରାଣୀ କେବଳ ୟୁକାଲି ପଟାସ୍ ଗଛର ପତ୍ର ଖାଏ ଏବଂ ଅନ୍ୟ କିଛି ଖାଏ ନାହିଁ ।

ପ୍ର ୬ : ପେଚା ତାର ମୁଣ୍ଡ କୁ କେତେ ଡ଼ିଗ୍ରୀ ପର୍ଯ୍ୟନ୍ତ ଘୁରାଇ ପାରେ ?

ଉତ୍ତର : ପେଚା ତାର ମୁଣ୍ଡ କୁ ୨୭୦ ଡ଼ିଗ୍ରୀ ପର୍ଯ୍ୟନ୍ତ ଘୁରାଇ ପାରେ ।

ପ୍ର ୭ : ବିଶ୍ଵ ର ଏକମାତ୍ର ଦେଶ କେଉଁଟି ଯେଉଁଠାରେ ଉଭୟ ବାଘ ଓ ସିଂହ ଦେଖିବାକୁ ମିଳେ ?

ଉତ୍ତର : ଭାରତ ରେ ହିଁ କେବଳ ଉଭୟ ବାଘ ଓ ସିଂହ ଦେଖିବାକୁ ମିଳେ ।

ପ୍ର ୮ : ଭାରତ ର ପ୍ରଥମ ଫୁଟବଲ ର କ୍ୟାପଟେନ କିଏ ଥିଲେ ?

ଉତ୍ତର : ତାଲୀମେରେନ ଏଓ ଭାରତ ର ପ୍ରଥମ ଫୁଟବଲ ର କ୍ୟାପଟେନ ଥିଲେ ।

ପ୍ର ୯ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( ବିସିସିଆଇ ) ର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ? ଏହା ଯେତେବେଳେ ଡିସେମ୍ବର ୧୯୨୮ ମସିହା ରେ ଆରମ୍ଭ ହୋଇଥିଲା ?

ଉତ୍ତର : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( ବିସିସିଆଇ ) ର ପ୍ରଥମ ଅଧ୍ୟକ୍ଷ ଆର. ଇ. ଗ୍ରାଣ୍ଟଗୋଭାନ ଥିଲେ ।

ପ୍ର ୧୦ : ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିବା ଭାରତ ର ପ୍ରଥମ କ୍ରୀଡାବିତ କିଏ ?

ଉତ୍ତର : ବିଶ୍ୱନାଥନ ଆନନ୍ଦ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିବା ଭାରତ ର ପ୍ରଥମ କ୍ରୀଡାବିତ ଅଟନ୍ତି ।

ପ୍ର ୧୧ : କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର : କଙ୍ଗାରୁ ରିଆଟ୍ ପାଣି ପିଇବା ମାତ୍ରେ ମରିଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button