IBN ଓଡ଼ିଶା ବ୍ୟୁରୋ

5 ଟି ହଳଦୀ ଘରର ଏହି ଜାଗାରେ ରଖି ଦିଅନ୍ତୁ, ଟଙ୍କାର ଅଭାବ ରହିବ ନାହିଁ, ଘରକୁ ଆସିବ ଧନ ସମ୍ପତି ସୁଖ ଓ ସୌଭାଗ୍ୟ

ବନ୍ଧୁଗଣ ହଳଦୀ ସାଧାରଣତଃ ସମସ୍ତଙ୍କ ଘରେ ଖାଦ୍ୟ ରେ ସ୍ଵାଦ ପାଇଁ ବ୍ୟବହାର ହୋଇଥାଏ । ତାହାଛଡା ଏପରି ମଧ୍ୟ କୁହାଯାଇଥାଏ କି ହଳଦୀ ମାତା ଲକ୍ଷ୍ମୀ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଖାଦ୍ୟ ରେ ବା ରୋଷେଇ ରେ ହଳଦୀ ର ବ୍ୟବହାର ନ ହେଲେ ମଧ୍ୟ ମାତା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ଖାଦ୍ୟ ରେ ସ୍ଵାଦ ଦେବା ସହ ଏହି କାରଣ ରୁ ମଧ୍ୟ ହଳଦୀ କୁ ରୋଷେଇ ରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ବ୍ୟତୀତ ହଳଦୀ ରେ ଆହୁରି ଅଧିକ ଚମତ୍କାରୀ ଗୁଣ ମଧ୍ୟ ରହିଥାଏ ।

ଏହି ଗୁଣ ମାନଙ୍କ ବିଷୟ ରେ ଆମର ଜ୍ଯୋତିଷ ଶାସ୍ତ୍ର ତଥା ବାସ୍ତୁଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ହୋଇ ଅଛି । ଏହି କାରଣ ରୁ ଏହାକୁ ଖାଦ୍ୟ ପଦାର୍ଥ ରେ ବ୍ୟବହାର କରିବା ଛଡା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ତଥା ପୂଜାପାଠ ରେ ମଧ୍ୟ ବ୍ଯବହର କରାଯାଇଥାଏ ।

ଶାସ୍ତ୍ର ରେ ଏହା ଅମଧ୍ୟ ଉଲ୍ଲେଖ ହୋଇ ଅଛି କି ହଳଦୀ କୁ ଖାଦ୍ୟ ରେ ବ୍ୟବହାର କରି ଖାଇବା ଦ୍ଵାରା ଶରୀର ରେ କୌଣସି ପ୍ରକାରର ନକରାତ୍ମକ ଊର୍ଜା ପ୍ରବେଶ ହୋଇ ନଥାଏ । ଏହାଛଡା ହଳଦୀ କୁ ଶରୀର ରେ ଲାଗିବା ଦ୍ଵାରା ଶରୀର ରେ ଥିବା ରୋଗ ଯିବାଉ ନଷ୍ଟ ହେବା ସହ ଶରୀରରେ ସକାରାତ୍ମକ ଉର୍ଜା ପ୍ରବେଶ ମଧ୍ୟ ହୋଇଥାଏ ।

ଏହା ଦ୍ଵାରା ମନ ମସ୍ତିସ୍କ ପ୍ରସନ୍ନ ହୋଇ ରହିଥାଏ । ସ୍ନାନ ଜଳ ରେ କିଛି ହଳଦୀ ପକାଇ ସ୍ନାନ କରିବା ଦ୍ଵାର ରାଶିରେ ଗୁରୁ ମଜବୁତ ହୋଇ ରହିଥାନ୍ତି । ନିଜ ଇଛାନୁସାରେ ଜୀବନ ସାଥି ପ୍ରାପ୍ତ ହୋଇଥାଏ । ଏହା ବ୍ଯତୀତ ଯେଉଁ ମାନଙ୍କର ଜାତକ ରେ ମାଙ୍ଗଳିକ ଦୋଷ ରହିଛି, ସେମାନଙ୍କ ଦୋଷ ମଧ୍ୟ ଖଣ୍ଡନ ହୋଇଥାଏ । ଭାଗ୍ୟ ଉଜ୍ଵଳମୟୀ ହୋଇଥାଏ ।

ପ୍ରତିଦିନ ତମ୍ଭା ଲୋଟା ରେ ଚିମୁଟାଏ ହଳଦୀ ପକାଇ ସୂର୍ଯ୍ୟ ଙ୍କୁ ଜଳ ଦେବା ଦ୍ଵାରା ଜୀବନ ରେ ଥିବା ସମସ୍ଯା ରୁ ମୁକ୍ତି ମିଳିଥାଏ । ପିଲା ମାନଙ୍କ ମୁଣ୍ଡ ରେ ହଳଦୀ ର ଟୀକା ଲଗାଇବା ଦ୍ଵାରା ପିଲା ମାନଙ୍କର ମସ୍ତିସ୍କ ଶାନ୍ତ ହୋଇ ରହିଥାଏ । ଏହାସହ ସେମାନଙ୍କର ମନ ମଧ୍ୟ ପାଠପଢା ରେ ଲାଗିଥାଏ । କେବଳ ପିଲା ନୁହନ୍ତି ଅପିତୁ ବଡ ଲୋକ ମଧ୍ୟ ମୁଣ୍ଡ ରେ ପ୍ରତିଦିନ ହଳଦୀ ର ଟୀକା ଲଗାଇବା ଦ୍ଵାରା ଜୀବନ ରେ ଥିବା ସମସ୍ଯା ରୁ ମୁକ୍ତି ମିଳିଥାଏ ।

ଘରର ମୁଖ୍ୟ ଦ୍ଵାର ର ଦୁଇ ପାର୍ଶ୍ଵରେ ହଳଦୀ ର ସାହାର୍ଯ୍ୟ ରେ ଦୁଇଟି ସ୍ଵସ୍ତିକ ର ଚିହ୍ନ କରିବା ଦ୍ଵାରା ଘରେ ସୁଖ ଶାନ୍ତି ଓ ବୈଭବ ର ବୃଦ୍ଧି ହୋଇଥାଏ । ଘରରେ ଥିବା ନକରାତ୍ମକତା ର ନାସ ହୋଇଥାଏ । ତାହାସହ ଘରକୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣ ଙ୍କୁ ଏଠାରେ କହି ରଖୁଚୁ କି ଆପଣ ଯଦି କୌଣସି ଉପାୟ କୁ ଜୀବନ ରେ ଉନ୍ନତି ଆଣିବା ପାଇଁ ପ୍ରୟୋଗ କରୁଛନ୍ତି,

Related Articles

Leave a Reply

Your email address will not be published. Required fields are marked *

Back to top button