ଏଥିରୁ କେବଳ ଅଧା ଚାମଚ ଖାଇ ନିଅନ୍ତୁ, ଅଜୀର୍ଣ୍ଣ, ଗ୍ୟାସ, ଏସିଡ଼ିଟି, କବ୍ଜ ଭଳି 500 ପ୍ରକାର ପେଟ ରୋଗ ଥରକରେ ଭଲ ହେଇଯିବ
ବନ୍ଧୁଗଣ, ବର୍ତ୍ତମାନ ର ସମୟରେ ଆମର ଜୀବନ ଶୈଳୀ ଓ ଆମ ମାନଙ୍କ ର ଖାଦ୍ୟ ପେୟ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ଆମେ ମାନେ ଭିନ୍ନ ଭିନ୍ନ ରୋଗ ବ୍ୟାଧିର ସମ୍ମୁଖୀନ ହୋଇଥାଉ । ସେଥି ମଧ୍ୟରୁ ଗ୍ଯାସ, ଏସିଡିଟି ଓ କବଜ ଏକ ଏପରି ସମସ୍ଯା ଯାହା ପ୍ରାୟତଃ ପ୍ରତି ଘରେ ଘରେ ଦେଖିବାକୁ ମିଳିଥାଏ । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,
ଏପରି ଏକ ହୋମ ରେମିଡି ଯାହା ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ କେବଳ ୧୦ ଦିନ ମଧ୍ୟରେ ହିଁ ସବୁ ପ୍ରକାରର ପେଟ ରୋଗ ରୁ ମୁକ୍ତ ହୋଇ ପାରିବେ । ଏଥିପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ରୂପରେ ପାନମଧୁରୀ ର ଆବଶ୍ୟକ ପଡିବ । ପାନମଧୁରୀ ରେ ଅନେକ ପ୍ରକାର ର ପୋଷାକ ତତ୍ଵ ଭରି ହୋଇ ରହିଥାଏ ।
ବହୁତ ଲାଭଦାୟୀ ହୋଇଥାଏ । କେଶ ଓ ଚର୍ମ ପାଇଆନ ମଧ୍ୟ ଏହା ବହୁତ ଭଲ ହୋଇଥାଏ । ଏହାର କିଛି ଦିନ ସେବନ କରିବା ଦ୍ଵାରା ଏହା କବଜ ଓ ଗ୍ଯାସ ଭଳି ସମସ୍ଯା କୁ ଦୂର କରି ଦେଇଥାଏ । ପ୍ରଥମେ ଆପଣ ଏକ ଚାମଚ ପାନମଧୁରୀ କୁ ହାତ ରେ ତାହାକୁ ଭଲ ଭାବରେ ଦଳି ଏକ ପାତ୍ର ରେ ରଖି ଦିଅନ୍ତୁ ।
କିଛି କିସମିସ ର ଆବଶ୍ୟକ ପଡିବ । ଥରକ ପାଇଁ ଆପଣଙ୍କୁ ଏକ ଚାମଚ ପାନମଧୁରୀ ଓ ୫ ଟି କିସମିସ ର ଆବଶ୍ୟକ ହିଁ ପଡିବ । ପ୍ରଥମେ ନୂଆ ନୂଆ ଆପଣ ୫ ଟି କରି କିସମିସ ର ସେବନ କରନ୍ତୁ । ଏହା ଅପରେ କିଛି ଦିନ ପରେ ଆପଣ ଏହାର ମାତ୍ରା ବଢାଇ ୧୦ ଟି କରି ମଧ୍ୟ ସେବନ କରି ପାରିବେ ।
ଦ୍ଵିପହର ର ଖାଦ୍ଯ ଖାଇ ସାରିଲା ପରେ ଏକ ଚାମଚ ପାନମଧୁରୀ କୁ ହାତ ରେ ଦଳି ତାହାକୁ ଭଲ ଭାବରେ ଚୋବାଇ ଚୋବାଇ ଖାଇ ଦିଅନ୍ତୁ । ରାତି ରେ ମଧ୍ୟ ସେହିପରି ପାନମଧୁରୀ ଓ ୫ ଟି କିସମିସ କୁ ଚୋବାଇ ଚୋବାଇ ସେବନ କରନ୍ତୁ । କିନ୍ତୁ ଏଠାରେ ଆପଣ କିସମିସ କୁ ଖାଇବା ପୂର୍ବ ରୁ କିଛି ଘଣ୍ଟା ପାଇଁ ପାଣିରେ ଭିଜାଇ ରଖି ଦେଇଥିବେ ।
ଏଠାରେ ବନ୍ଧୁଗଣ ମନେ ରଖିବେ କି ଏହି କିସମିସ ର ସେବନ ଆପଣଙ୍କୁ କେବଳ ରାତି ସମୟ ରେ ହିଁ କରିବାର ଅଛି । କାରଣ ଦିନ ରେ ଏହାର ସେବନ କରିବା ଦ୍ଵାରା ଏହାର କୌଣସି ପ୍ରକାର ଫାଇଦା ଦେଖିବାକୁ ମିଳିବ ନାହିଁ ।
ଏହାର ମାତ୍ର ୧୦ ଦିନ ନିୟମିତ ସେବନ କରିବା ଦ୍ଵାରା ଆପଣ ଦେଖିବେ କି ଆପଣ ଙ୍କୁ ଯଦି ଗ୍ଯାସ ଓ ଏସିଡିଟି ଭଳି ସମସ୍ଯା ରହିଥାଏ ବା ଖଟା ହାକୁଡି ହେଉଥାଏ କିମ୍ବା ଭୋକ ହେଉ ନଥାଏ ବା କବଜ ଭଳି ସମସ୍ଯା ରହିଥାଏ, ତେବେ ଆପଣ ସେହି ସବୁ ପ୍ରକାରର ସମସ୍ଯା ରୁ ମୁକ୍ତି ପାଇ ଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ଆପଣ ମାନେ ତାହା କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ