IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠି ଜପନ୍ତୁ 4ଟି ଶବ୍ଦର ଏହି ଚମତ୍କାରୀ ମନ୍ତ୍ର ଧନ ତ କଣ ଦୁନିଆ ହେବ ମୁଠିରେ…

ଦର୍ଶକ ବନ୍ଧୁ, ମନ୍ତ୍ର ଜପ କରିବା ଦ୍ଵାରା ଘରୁ ଦାରିଦ୍ର୍ୟତା ଦୂର ହେବ ବୋଲି ମନା ଯାଇଥାଏ । କାରଣ ଯେଉଁ ଘରେ ସକାଳ ଶୁଭ ହୋଇଥାଏ, ସେହି ଘରର କୌଣସି ବ୍ୟକ୍ତି ଙ୍କ ପାଖକୁ ଦୁଃଖ ଦାରିଦ୍ରତା ଆସି ନଥାଏ । ବର୍ତ୍ତମାନ ର ସମୟ ରେ ସମାଜ ରେ କିଛି ଏପରି ସ୍ଥିତି ହୋଇ ଯାଇଛି ଯାହା କାରଣ ରୁ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ କିଛି ନା କିଛି ମାନସିକ ଚିନ୍ତା ଭିତରୁ ହିଁ ଭିତରୁ ସେହି ବ୍ୟକ୍ତି ଟିକୁ ଅତ୍ୟନ୍ତ ପୀଡା ଦେଉଛି ।

ଏହାର କାରଣ ହେଉଛି ଜୀବନରେ ନକରାତ୍ମକ ଶକ୍ତି ର ପ୍ରଭାବ । ଯାହା ଆମ ଜୀବନ ରେ ଅଜ୍ଞାନତା ରୂପକ ଏପରି ଅନ୍ଧକାର ସୃଷ୍ଟି କରି ଦେଇଛି, ଯାହା ଯୋଗୁଁ ଆମେ ମାନସିକ ଚିନ୍ତା ରୁ ବାହାରି ପାରୁ ନାହୁଁ । ତେବେ ଏପରି ପରିସ୍ଥିତି ରେ ଖୁସି ଅବା କିପରି ମିଳିବ ?

ମାନଙ୍କ ପାଇଁ ଏକ ଏପରି ମନ୍ତ୍ର ଟି ବିଷୟ ରେ ନେଇ ଆସିଛୁ ଯାହାକୁ ପ୍ରତିଦିନ ସକାଳେ ନିଦ ରୁ ଉଠିଲା ପରେ ତତକ୍ଷଣାତ୍ ଉଚ୍ଚାରଣ କରିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ ଧୀରେ ଧୀରେ ହୋଇ ସୁଖ ର ଦିନ ରେ ପରିଣତ ହୋଇଯିବ । ଏହା ବ୍ୟତୀତ ଜୀବନ ରେ ଥିବା ନକାରାତ୍ମକ ଶକ୍ତି ମଧ୍ଯ ନଷ୍ଟ ହୋଇଯିବ ।

 

ଘର ପରିବାର ରେ ହସ ଖୁସି ଲାଗି ରହିବ । ଏହି ମନ୍ତ୍ର ଟିର ପ୍ରଭାବ ରେ ଦରିଦ୍ର ମଧ୍ୟ କୋଟିପତି ହୋଇ ପାରିବ । ଜୀବନ ସୁଖ ଶାନ୍ତି ସମୃଦ୍ଧ ଓ ସଫଳତା ରେ ଭରି ପୁରି ଯିବ । ତେବେ ସେହି ମନ୍ତ୍ର ଟି କିଛି ଏପରି ରହିଛି; “ ଓଁ ନମଃ ଶିବାୟ “ ବନ୍ଧୁଗଣ ଏହା ହେଉଛି ଶିବ ପଞ୍ଚାକ୍ଷରି ମନ୍ତ୍ର ।

ଏହାକୁ ସକାଳେ ନିଦ ରୁ ଉଠିଲା ପରେ ତତକ୍ଷଣାତ୍ ହିଁ ହାତ ଯୋଡ଼ି ତିନି ଥର ଶ୍ରଦ୍ଧା ର ସହ ଉଚ୍ଚାରଣ କରିବାର ଅଛି । ଏହାର ଧ୍ଵନି ରେ ଆଖ ପାଖ ରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ । ଆପଣ ଚାହିଁଲେ ମହାଦେବ ଙ୍କର ଏହି ମନ୍ତ୍ର ଟିକୁ ଛାଡି ଆପଣ ଆଉ ଅନ୍ୟ କୌଣସି ମନ୍ତ୍ର ର ଉଚ୍ଚାରଣ ମଧ୍ୟ କରି ପାରିବେ । ଯେପରି କି, ” ଓଁ ସଂଭବେ ନମଃ ” । ବା ” ଓଁ ଜୁଂ ସଃ ” ଇତ୍ୟାଦି ।

ବନ୍ଧୁଗଣ ଏହି ମନ୍ତ୍ର ଗୁଡିକ ମହାଦେବ ଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ର ମାନଙ୍କ ମଧ୍ୟ ରୁ ଏକ ହୋଇଥାଏ । ତାହାସହ ଏହି ମନ୍ତ୍ର ମାନଙ୍କ ରେ ଅନେକ ଶକ୍ତି ମଧ୍ୟ ସମାହିତ ହୋଇ ରହିଛି । ମହାଦେବ ଙ୍କର ଏହି ଗୋଟେ “ ଓଁ ନମଃ ଶିବାୟ “ ମନ୍ତ୍ର ର ଉଚ୍ଚାରଣ କରିବା ଦ୍ଵାରା ଜୀବନ ରେ ଥିବା ସମସ୍ତ ସମସ୍ଯା ରୁ ଆପଣ ମୁକ୍ତି ପାଇବେ ।

ତାହାସହ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଥିଲେ ମଧ୍ୟ ଆପଣ ସେଥିରୁ ମୁକ୍ତି ପାଇ ପାରିବେ । ମନ ଚାହୁଁଥିବା ସବୁକିଛି ଆପଣ ପ୍ରାପ୍ତ କରି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button