IBN ଓଡ଼ିଶା ବ୍ୟୁରୋ

ଏଥିରେ କେବଳ 1 ଗ୍ଳାସ ପିଅନ୍ତୁ, ଚୁଟକିରେ ଭଲ ହେବ ବାତ, କଫ, ପିତ, ଆଣ୍ଠୁଗଣ୍ଠି ବିନ୍ଧା, ଡାଇବେଟିସ, ଗ୍ୟାସ ଓ ବ୍ଲଡ଼ପ୍ରେସର ଭଳି ରୋଗ, 120 ବର୍ଷ ଯାଏଁ ବଢିଯିବ ଆୟୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଆମର ପରିବେଶ ତଥା ଆମ ମାନଙ୍କ ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ଶରୀରରେ ବିଭିନ୍ନ ପ୍ରକାର ର ରୋଗ ବ୍ୟାଧି ମାନେ ଘର କରି ବସୁଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ହୋମ ରେମିଡି ଟି ବିଷ୍ୟ ରେ ନେଇ କରି ଆସିଛୁ, ଯାହାକୁ ଆପଣ ଯଦି ପ୍ରସୂତ କରି ସକାଳେ ବାସି ମୁହଁ ରେ ସେବନ କରନ୍ତି,

ତେବେ ଆପଣ ଆଜୀବନ ପାଇଁ ସୁଗାର, କୋଲୋଷ୍ଟ୍ରୋଲ, ମୋଟାପଣ, ପେଟ ରୋଗ ତଥା ହୃଦରୋଗ ଭଳି ସମସ୍ଯା ରୁ ମଧ୍ୟ ନିଜକୁ ବଞ୍ଚାଇ ପାରିବେ । ଏହି ଉପଚାର ଟିର ସେବନ ଦ୍ଵାରା ଆପଣ ଙ୍କର ଶରୀରର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଖୁବ ଅଧିକ ବଢିଯିବ । ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଅଳସୀ ବା ମିରିକାଳି ର ଆବଶ୍ୟକ ପଡିବ । ଏଥିରେ ପ୍ରଚୁର ପରିମାଣ ର ଓମେଗା 3 ଏସିଡ ଭରି ହୋଇ ରହିଥାଏ । ଏହା ତ୍ଵଚା ପାଇଁ ମଧ୍ୟ ଖୁବ ଲାଭଦାୟୀ ହୋଇଥାଏ । ଆମିଷ ନ ଖାଉଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ପ୍ରତ୍ଯେକ ଦିନ ଅତହବା ଅଧିକ ମାତ୍ରା ରେ ଏହି ମିରିକାଳି ର ସେବନ କରିବା ଉଚିତ ।

ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର କୁ ଗ୍ଯାସ ରେ ବସାଇ ସେଥିରେ ଦୁଇ ଚାମଚ ମିରିକାଳି ପକାଇ ତାକୁ ଭଲ ଭାବରେ ଭାଜି ନିଅନ୍ତୁ । ଏହାପରେ ତାହାକୁ ଗୁଣ୍ଡ କରି ନିଅନ୍ତୁ । ବାରତାମାନ ଆପଣ ଏକ ତାଟିଆ ରେ ଅଧ ତାଟିଆ ଦହି ନିଅନ୍ତୁ ।

ସେହି ଦହି ରେ ଦୁଇ ଚାମଚ ମିରିକାଳି ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଉପଚାର ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଏହାକୁ ଆପଣଙ୍କୁ ପ୍ରତିଦିନ ସକାଳେ ଏହି ପରି ଭାବରେ କରି ଖାଲି ପେଟ ରେ ସେବନ କରିବାକୁ ହେବ ।

କିନ୍ତୁ ବନ୍ଧୁଗଣ ଏଠାରେ ଏକ କଥା କୁ ମାନେ ରଖିବେ କି ଆପଣ ଏହି ମିରିକାଳି ଓ ଦହି କୁ ଏକାଠି କରି ଅଧିକ ସମୟ ରଖିବେ ନାହିଁ । କାରଣ ଏହାଦ୍ଵାରା ଶରୀର ରେ ଖରାପ ପ୍ରଭାବ ପଡି ପାରେ । ମାତ୍ର 4 ଦିନ ହିଁ ଏହାର ସେବନ କରିବା ପରେ ଆପଣ ଙ୍କୁ ଏହାର ଲାଭ ଦେଖିବାକୁ ମିଳିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button