IBN ଓଡ଼ିଶା ବ୍ୟୁରୋ

ସୂର୍ଯ୍ୟାସ୍ତ ସମୟରେ ଏହି 5 ଟି ଭୁଲ କେବେ ବି କରିବେନି, ପୁରା ପରିବାର ହୋଇଯିବ ବର୍ବାଦ, ଆସିଥାଏ ଦରିଦ୍ରତା

ନମସ୍କାର ବନ୍ଧୁଗଣ ତେବେ ଆମ ଶାସ୍ତ୍ର ରେ ସୂର୍ଯ୍ୟାସ୍ତ ପରେ ଏମିତି କିଛି କାମ ଅଛି ଯାହାକୁ କେବେ ବି କରିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ଓ ଦରିଦ୍ରତା ଆସିବାର ବହୁତ ବଡ କାରଣ କୁହାଯାଇଛି । ଯାହାକୁ ଅଜାଣତରେ ବହୁତ ଲୋକମାନେ କରିଥାନ୍ତି । ଯଦି ଆପଣ ଏହି ସବୁ କାମ ସୂର୍ଯ୍ୟାସ୍ତ ପରେ କରିବେ ନାହିଁ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଯିବେ । ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟାର ବି ଅନ୍ତ ହୋଇଯିବ । ତେବେ ଚାଳନ୍ତୁ ଜାଣିବା ସେହି କାମ ଗୁଡିକ ବିଷୟରେ।

ତେବେ ସୂର୍ଯ୍ୟାସ୍ତ ସମୟରେ ବିଛଣା ଧରି କିମ୍ବା ଏହା ଉପରେ ବସିବା ଉଚିତ ନୁହେଁ । ଏହାକୁ ମୃତ୍ୟୁର କାରଣ କୁହାଯାଏ । ସୂର୍ଯ୍ୟାସ୍ତ ସମୟରେ ଘରେ କାନ୍ଦିବା ଉଚିତ ନୁହେଁ । ଏହାକୁ ବି ମୃତ୍ୟୁର କାରଣ କୁହାଯାଏ । ସୂର୍ଯ୍ୟାସ୍ତ ସମୟରେ ଘରେ ଥିବା ଦହି ଦେବା ଉଚିତ ନୁହେଁ ଘରେ ସୁଖ ସମୃଦ୍ଧିର ଅଭାବ ରହିଥାଏ।

ତେବେ ସୂର୍ଯ୍ୟାସ୍ତ ସମୟରେ ଘରର କୌଣସି ବି ଜିନଷ ପଡୋଶୀକୁ ଦବା ଉଚିତ ନୁହେଁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି । ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିବ ସେହି ସମୟରେ ନା ହିଁ ଶୋଇବା ଉଚିତ ଓ ନା ହିଁ ଖାଇବା ଉଚିତ।ଯଦି ଆପଣ ଏହିଭଳି କରୁଛନ୍ତି ତେବେ ସ୍ଵାସ୍ଥ୍ୟହାନି ହୋଇଥାଏ । ସୂର୍ଯ୍ୟାସ୍ତ ସମୟରେ ଯିଏ ଶୋଇଥାଏ ତାର ଭାଗ୍ୟ ବି ଶୋଇଯାଏ।

ସୂର୍ଯ୍ୟାସ୍ତ ସମୟରେ କରଜ ନେଉଥିବା କରଜ ଦେଉଥିବା ଦୁଇ ଜଣ ବ୍ୟକ୍ତି ହିଁ ଦୁଃଖୀ ରହିଥାନ୍ତି । ସୂର୍ଯ୍ୟାସ୍ତ ସମୟରେ ଯଦି ଆପଣ ଘରେ ଝାଡୁ ମାରୁଛନ୍ତି ତେବେ ଏହା କେବେ ବି କରନ୍ତୁ ନାହିଁ । ସୂର୍ଯ୍ୟାସ୍ତ ପୂର୍ବରୁ ସବୁବେଳେ ଘରେ ଝାଡୁ ମାରି ଦିଅନ୍ତୁ ।

କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରୁ ଚାଲି ଯାଆନ୍ତି । କେତେକ ଲୋକମାନେ ସୂର୍ଯ୍ୟାସ୍ତ ପରେ ନଖ ଓ ଚୁଟି କାଟିଥାନ୍ତି । ଯାହାକି ଅଶୁଭ ଅଟେ।

ତେବେ ଯଦି ଆପଣ ବି ଏହିଭଳି କରୁଛନ୍ତି ତେବେ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । କାରଣ ସୂର୍ଯ୍ୟାସ୍ତ ପରେ କେବେ ବି ଚୁଟି ଓ ନଖ କାଟିବା ଉଚିତ ନୁହେଁ । କାରଣ ଏହିଭଳି କରିବା ଦ୍ଵାରା ଜୀବନ ଉପରେ ନକରାତ୍ମକ ପ୍ରଭାବ ପାଇଥାଏ ଓ ଅନ୍ୟ କେତେକ ସମସ୍ୟାର ସାମ୍ନା ବି କରିବାକୁ ପଡିପାରେ ।

ରୁଟି କରିବା ପରେ ଗରମ ତାୱା ଉପରେ କେବେ ବି ପାଣି ଦେବା ଉଚିତ ନୁହେଁ । ଘରେ ଝଗଡା ବଢିଥାଏ । ରାତି ୧୨ ଟା ସମୟରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ ଏହା ଛଡା ମେକଅପ ଇତ୍ୟାଦି ବି କରିବା ଉଚିତ ନୁହେଁ । ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button