IBN ଓଡ଼ିଶା ବ୍ୟୁରୋ

ସକାଳୁ ସକାଳୁ ଖାଲି ପେଟରେ 3 ଟି କଳା ମରୀଚ ଖାଇବାର ଫାଇଦା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଶରୀର ପାଞ୍ଚ ଟି ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ଅଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ୭୨ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନିଆଁ ଅଥବା ଅଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି ।

ଏହି ପାଞ୍ଚ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ୭୨ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲ ରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ ।
ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା ।

ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି , ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ । ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି ତାକୁ ସକାଳେ ସେବନ କରନ୍ତୁ । ଏବଂ ଖାଲି ପେଟରେ ସେବନ କରନ୍ତୁ ।
ତେବେ ଆଜି ଆମେ ଆପଣ ଙ୍କୁ ବାସି ମୁହଁ ରେ ଗୋଲ ମରିଚ ସେବନ ଦ୍ୱାରା କି ପ୍ରକାର ର ଲାଭ ମିଳିଥାଏ ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ।

ଆପଣ ଗୋଲ ମରିଚ ସେବନ କରିବା ଦ୍ୱାରା ଆପଣ ଙ୍କ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ କେଶ ମଜବୁତ ରହିବ ଏବଂ ଭଲ ଭାବରେ ବଢିବ ମଧ୍ୟ ତା ଛଡା କେଶ ପାଇଁ ଥିବା ସମସ୍ୟା ଗୁଡିକ ମଧ୍ୟ ଭଲ ହୋଇ ଯାଇଥାଏ ।


ତା’ଛଡା ଆଖି କୁ ନେଇ ରହିଥିବା ସମସ୍ୟା ସେ ଦୃଷ୍ଟି ଶକ୍ତି ପ୍ରଖର କରିବା ହେଉ କିମ୍ବା ଯଦି ଆଖିରେ ପାଣି ବାହାରିବା ସମସ୍ୟା ଆଦି ର ସମାଧାନ ପାଇଁ ମଧ୍ୟ ଗୋଲ ମରିଚ ସେବନ ଦ୍ୱାରା ଏହି ସମସ୍ୟା ଭଲ ହୋଇ ଯାଇଥାଏ ।
ଆପଣ ୨ ରୁ ୫ ଗ୍ରାମ ଅଁଳା ନେବା ଏବଂ ତାପରେ ଏକ ଚୁଟକି ଗୋଲମରିଚ ଗୁଣ୍ଡ ନେଇ ପାରିବେ । ଏହା ସହିତ ଏକ ଚାମଚ ମହୁ ନେଇଯିବା । ଏହାକୁ ମିଶାଇ ଖାଇବା ଦ୍ୱାରା କେଶ ବହୁତ ମଜବୁତ ରୁହେ କଳା ରୁହେ ଏବଂ ଝଡ଼ିବା ମଧ୍ୟ ବନ୍ଦ ହୋଇ ଯାଇଥାଏ ।
ଏହା ଛଡା ଆପଣ ବାଲାୟାନ କିମ୍ବା ଶୀର୍ଷାଆସନ କରି ପାରିବେ ଏହା ଦ୍ୱାରା ର-କ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ ଏବଂ କେଶ ଝଡ଼ିବା କମ କରାଇ ଭଲ ଭାବରେ ବଢି ମଧ୍ୟ ଥାଏ ।
ଏହା ଛଡା ଆପଣ ସକାଳୁ ଉଠି ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ ଏହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ କରାଇ ଥାଏ ଏବଂ ଶରୀର ର ୮୦% ରୋଗକୁ ମଧ୍ୟ ନ-ଷ୍ଟ କରି ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button