ରାଜ୍ୟ
ଚାକିରି ନାଁରେ ୧.୫ କୋଟି ଠକେଇ: ୩ ଗିରଫ – Ibnodisha

[ad_1]
ଭୁବନେଶ୍ୱର: ଭୁବନେଶ୍ୱର ଜବ୍ ଫ୍ରଡ୍ ରାକେଟର ପର୍ଦ୍ଦା ଫାଶ ହୋଇଛି । ଚାକିରି ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ କରି ୩ ଜଣ ଗିରଫ ହୋଇଥିବା ସୂଚନା । ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଓଡିଶା ଓ ୨ ଜଣ ଦିଲ୍ଲୀର ହୋଇଥିବା ଖବର ସାମ୍ନାକୁ ଆସିଛି । ୧୫୦୦ ଟଙ୍କାରେ ଆକାଉଂଟ ହାୟର କରି ଠକେଇ କରୁଥିଲେ ।
[ad_2]