IBN ଓଡ଼ିଶା ବ୍ୟୁରୋ

କମ ବୟସ ଝିଅମାନେ ଅଧିକ ବୟସ ପୁଅଙ୍କୁ କାହିଁକି ପସନ୍ଦ କରିଥାନ୍ତି…

ଆମେ ଆଜି ଆପଣ ମାନଙ୍କୁ କମ୍ ବୟସର ଝିଅ ମାନେ କାହିଁକି ବେଶୀ ବୟସ ର ପୁଅ ମାନଙ୍କୁ ପସନ୍ଦ କରନ୍ତି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ଆସନ୍ତୁ ମୋଟେ ବି ସମୟ ନଷ୍ଟ ନ କରି ଆରମ୍ଭ କରିବା । ଯଦି ଆମେ କମ୍ ବୟସର ଝିଅ ମାନଙ୍କ ବିଷୟରେ ପ୍ରଥମ କଥା କହିବା

ତେବେ ସେମାନେ ସବୁ ବେଳେ କମ୍ ଦିମାଗ୍ ବ୍ୟବହାର କରି ଥାନ୍ତି । ସେମାନଙ୍କ ଆଗରେ ଯେଉଁ ରାସ୍ତା ପଡି ଥାଏ ସେମାନେ ସେହି ରାସ୍ତାକୁ ହିଁ ଠିକ୍ ବୋଲି ଭାବନ୍ତି । ଆମେ କମ୍ ବୟସ ର ଝିଅ ମାନେ ଚଉଦ ରୁ ଶତର ବର୍ଷ ମଧ୍ୟରେ କହୁଛୁ । ଏମାନେ ଏହି ରାସ୍ତା ରେ ନୂଆ ନୂଆ ପାଦ ଦେଇ ଥାନ୍ତି ତ କେବଳ ସେହିଥି ପାଇଁ ସେମାନେ ସବୁ ବେଳେ ସବୁ କଥାକୁ ହାଲ୍କା ରେ ନିଅନ୍ତି ।

ଜାହା ଫଳ ରେ ସେମାନେ ଏହି ବୟସ ରେ ବହୁତ ବଡ ବଡ ଭୁଲ ମଧ୍ୟ କରି ଥାନ୍ତି । ଆଉ ଏମିତି ବି କିଛି ଝିଅ ମାନେ ରହିଛନ୍ତି । ଯେଉଁ ମାନେ ଏହି ବୟସ ରେ ଖରାପ୍ ରାସ୍ତା ବାଛି ନିଅନ୍ତି । ସେମାନେ ପରେ ଏହି କାର୍ଯ୍ୟ କୁ ନିଜର ହବି ବୋଲି ଭାବନ୍ତି । କିନ୍ତୁ ବିବାହ ପରେ ସେମାନଙ୍କ ମଜା ବାହାରି ଜାଇ ଥାଏ । ହେଲେ ସେହି ସମୟ ରେ ସେମାନେ ପସ୍ତେଇବା ପାଇଁ ଲାଗନ୍ତି । ସେହି ପରି ବେଳେ ଯଦି ସେମାନଙ୍କ ପଟେଇବା ବିଷୟରେ କହିବା ସେମାନଙ୍କୁ କେହି ବି ପଟେଇ ପାରିବେ ।

ସେହି ପରି ବେଳେ ଯଦି ଆମେ ସେମାନଙ୍କ ଦୁର୍ବଳତା ବିଷୟ ରେ କହିବୁ ସେମାନେ ପୁଅ ମାନଙ୍କ ଦ୍ୱାରା ଶିଘ୍ର ଇମପ୍ରେସନ୍ ହୋଇ ଥାନ୍ତି । କିନ୍ତୁ ଆପଣଙ୍କ ପାଖରେ ସେତିକି ହିଁ ଟେଲେଣ୍ଟ ଥିବା ଦରକାର । ସେହି ପରି ଭାବେ ଝିଅ ମାନେ ନିଜ ଠାରୁ ଅଧିକ ବଡ ପୁଅ କୁ ପସନ୍ଦ କପିବାର କାରଣ ହେଲା ରେସପନ୍ସ ବିଲିଟି ।

ସେମାନେ ଦେଖନ୍ତି କି ତାଙ୍କ ଠାରୁ କମ୍ ବୟସ ର ପୁଅ ମାନଙ୍କ ମଧ୍ୟ ରେ କମ୍ ଟେଲେଣ୍ଟ ରହି ଥାଏ । ଏବଂ ସେମାନେ ଏହି ଝିଅ ମାନଙ୍କ ସଠିକ୍ ଭାବେ ଧ୍ୟନ ନେଇ ପାରନ୍ତି ନାହି୍ଁ । ଖାସ୍ ସେହିଥି ପାଇଁ ସେମାନେ ବଡ ପୁଅ କୁ ବାଛନ୍ତି ।

ସେହି ପରି ଭାବେ ଟଙ୍କା ପଇସା ର କମି । ଯଦି କୈଣସି ଝିଅ କୈଣସି ବଡ ପୁଅ କୁ ପସନ୍ଦ କରୁଛି ତେବେ ଏହା ପଇସା ପାଇଁ ବି ହୋଇ ପାରେ ନିଜ ଠାରୁ କମ୍ ବୟସ ର ପୁଅ ମାନେ ଆୟ କରିବା କ୍ଷେତ୍ର ରେ ସକ୍ଷମ ହୋଇ ନ ଥାନ୍ତି ତେବେ ସେମିତି କ୍ଷେତ୍ର ରେ ସେମାନେ ବଡ ପୁଅ ଯେଉଁ ମାନେ ଅଧିକ ଟଙ୍କା ଆୟ କରୁ ଥିବେ ସେମାନଙ୍କ ପ୍ରତି ଆକୃଷ୍ଟ ହୋଇ ଥାନ୍ତି ।

ସବୁ ସମୟ ରେ କମ୍ ବୟସ ପୁଅ ଠାରୁ ଅଧିକ ବୟସ ର ପୁଅ ମାନେ ଝିଅ ମାନଙ୍କ ମନ କଥା କୁ ବଝି ପାରନ୍ତି । ସେମାନେ ବିବାହ ପରେ ନିଜର ଏକ୍ସପିରିଏନ୍ସ ହିସାବ ରେ କର୍ତ୍ତବ୍ୟ କୁ ସମ୍ପାଦନ କରି ପାରନ୍ତି । ସେହିଥି ପାଇଁ ବି ଝିଅ ମାନଙ୍କୁ ଏହି ପୁଅ ମାନେ ବେଶୀ ପସନ୍ଦ ଆସନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button