IBN ଓଡ଼ିଶା ବ୍ୟୁରୋ

ଅଟାରେ କେବଳ ଏହି 1 ଜିନିଷ ମିଶାଇ ଲଗାନ୍ତୁ, ସକାଳୁ ମୁହଁ ହୀରା ପରି ଏମିତି ଚମକିବ, ସମସ୍ତେ ହେବେ ଆଶ୍ଚର୍ଯ୍ୟ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବାକୁ ଯାଉଛୁ ଏକ ଏଭଳି ଘରୋଇ ଉପଚାର ସମ୍ବନ୍ଧରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ଗୋରା ଏବଂ ସୁନ୍ଦର ହୋଇଯିବେ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଚେହେରା ଜନିତ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି।ବ୍ରଣ, ଆଖି ତଳର ଦାଗ, ଚେହେରା ର କଳା ଦାଗ, ଚେହେରା ର ଗ୍ଲୋ କମିଯିବା ଏଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି। କିନ୍ତୁ ବନ୍ଧୁଗଣ ଆପଣଂକୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହି ସବୁ ସମସ୍ୟା ର ସମାଧାନ କିପରି ହେବ ଆଜି ଆମେ ଆପଣ ମାନଙ୍କୁ କହିବୁ।

ବନ୍ଧୁଗଣ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଗୋଟିଏ ଜିନିଷ ଆବଶ୍ୟକ ଯାହା ଚେହେରା ର ସମସ୍ତ ସମସ୍ୟା କୁ ବହୁତ ଶୀଘ୍ର ଦୂର କରିଥାଏ। ତାହା ହେଉଛି ହଳଦୀ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ହଳଦୀ ହେଉଛି ସବୁଠାରୁ ଉପଯୋଗୀ ଜିନିଷ ଏବଂ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ। ଏହାର ବ୍ୟବହାର କରିବା ଦ୍ୱାରା କୌଣସି ସାଇଡ ଇଫେକ୍ଟ ରହିନଥାଏ।

ହଳଦୀ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଅତ୍ୟନ୍ତ ଉପଯୋଗୀ ଅଟେ।ଏହା ଚେହେରା ଜନିତ ସମସ୍ତ ସମସ୍ୟା କୁ ଦୂର କରିଥାଏ ଏବଂ ଚେହେରା ର ଗ୍ଲୋ ବଢ଼ାଇ ଥାଏ ଏବଂ ଏହା ସହିତ ଚେହେରା ରେ ଗୋରାପଣ ମଧ୍ୟ ଆଣିଥାଏ।

ତେଣୁ ହଳଦୀ ର ବ୍ୟବହାର ନିଶ୍ଚିତ କରିବା ଉଚିତ। ବନ୍ଧୁଗଣ ହଳଦୀ କୁ ଖାଦ୍ୟ ରେ ତ ବହୁତ ମାତ୍ରା ରେ ବ୍ୟବହାର କରାଯାଏ କିନ୍ତୁ ଆଜି ଆମେ ଆପଣଂକୁ ହଳଦୀ ର ବ୍ୟବହାର ରେ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଏହାର ଫଳ ନିଶ୍ଚିତ ଭାବରେ ମିଳିବ ଏବଂ ଆପଣଙ୍କ ଚେହେରା ରେ ଥିବା ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

୧. ବନ୍ଧୁଗଣ ସର୍ବ ପ୍ରଥମେ ଗୋଟିଏ ପାତ୍ର ରେ କିଛି ଅଟା ନିଅନ୍ତୁ। ଅଟା ଦେଖିବାକୁ ତ ବହୁତ ସାମାନ୍ୟ ହୋଇଥାଏ କିନ୍ତୁ ଏହାର ଉପକାରୀତା ବହୁତ ମାତ୍ରାରେ ରହିଛି। ବନ୍ଧୁଗଣ ଏହାପରେ ଏଥିରେ ଅଧ ଚାମଚ ହଲଦୀଗୁଣ୍ଡ ମିଶାନ୍ତୁ। ଏବଂ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

୨. ବନ୍ଧୁଗଣ ଏହାପରେ ଏହି ମିଶ୍ରଣରେ ଲେମ୍ବୁ ରସ ମିଶାନ୍ତୁ ଏବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ଭିଟାମିନ ଇ କ୍ୟାପ୍ସୁଲ ମିଶାନ୍ତୁ। ଏହା ଅତ୍ୟନ୍ତ ଆବଶ୍ୟକ ଅଟେ।

୩. ବନ୍ଧୁଗଣ ଶେଷ ରେ ଏହି ମିଶ୍ରଣରେ ଗୋଲାପ ଜଳ ମିଶାନ୍ତୁ ଏବଂ ଏକ ଗାଢ଼ ମିଶ୍ରଣ ବନାନ୍ତୁ।ତେବେ ବନ୍ଧୁଗଣ ଏହି ମିଶ୍ରଣ ବର୍ତ୍ତମାନ ତିଆରି ହୋଇଗଲା।

୪. ଏହି ମିଶ୍ରଣ କୁ ଆପଣଙ୍କୁ ଗାଧୋଇବାର କିଛି ମିନିଟ ପୂର୍ବରୁ ନିଜ ମୁହଁରେ ଲଗାଇବାର ଅଛି ଏବଂ 2 -3 ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ନିଜ ମୁହଁରେ ମସାଜ କରନ୍ତୁ। ବନ୍ଧୁଗଣ ଏହି ମିଶ୍ରଣ କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଏହା ୧୫ ରୁ ୨୦ ମିନିଟ ପରେ ଶୁଖିଗଲା ପରେ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।

ତେବେ ବନ୍ଧୁଗଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଏହା ଦ୍ଵାରା ଆପଣଙ୍କ ଚେହେରା ଗୋରା ହେବ ଏବଂ ଗ୍ଲୋ କରିବ।ଏହାସହିତ ଚେହେରା ରେ ଥିବା ସମସ୍ତ ସମସ୍ୟା କୁ ଦୂର ମଧ୍ୟ କରିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଏମିତି କିଛି ନୂଆ ନୂଆ ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button