IBN ଓଡ଼ିଶା ବ୍ୟୁରୋ

ପ୍ରେମରେ ସବୁବେଳେ ଧୋକା ଦେଇଥାନ୍ତି ଏହି ୨ ଟି ନାମର ଝିଅ-

ବନ୍ଧୁଗଣ ଝିଅ ହୁଅନ୍ତୁ ଅଥବା ପୁଅ ସମସ୍ତେ ନିଜ ଜୀବନରେ ନିଜ ଜୀବନ ସାଥି ଙ୍କ ଅନୁସନ୍ଧାନ କରିଥାନ୍ତି ଏବଂ ସମସ୍ତେ ନିଜ ଜୀବନରେ ଏଭଳି ଏକ ଜୀବନ ସାଥି ଚାହିଁଥାନ୍ତି ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ।

କିନ୍ତୁ ବନ୍ଧୁଗଣ ବେଳେବେଳେ ପ୍ରାୟ ବ୍ୟକ୍ତି ନିଜ ଜୀବନ ସାଥି ଖୋଜିବା ମାମଲାରେ ଭୁଲ ହୋଇଯାଇଥାନ୍ତି ଏବଂ ସେ ଜୀବନ ସାରା ଦୁଃଖ ରେ ରୁହନ୍ତି। ବନ୍ଧୁଗଣ ପ୍ରାୟତଃ ଝିଅ ଅଛନ୍ତି ଯେଉଁମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି ଏବଂ ନିଜ ସ୍ୱାର୍ଥ ହାସଲ କରିବା ନିମନ୍ତେ ସେମାନେ କିଛିବି କରିଥାନ୍ତି ଏବଂ ଆବଶ୍ୟକ ପଡ଼ିଲେ ନିଜ ଜୀବନସାଥୀ ଙ୍କୁ ମଧ୍ୟ ଧୋକା ଦେଇଥାନ୍ତି।

କିନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ପୂର୍ବରୁ ଜାଣିବା କଷ୍ଟକର ହୋଇଥାଏ।କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟ ର ନାମର ପ୍ରଥମ ଅକ୍ଷର ଦ୍ୱାରା ହିଁ ସେହି ବ୍ୟକ୍ତି ର ସ୍ୱଭାବ ଏବଂ ଚରିତ୍ର ସମ୍ବନ୍ଧରେ ଜଣା ପଡ଼ିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସବୁଠାରୁ ଅଧିକ ଧୋକାବାଜ ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘H’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସବୁବେଳେ ଭଲ ପାଇବାରେ ନିଜ ପାର୍ଟନର ଙ୍କୁ ଧୋକା ଦେଇଥାନ୍ତି।ଏହି ଝିଅ ମାନେ ନିଜର ଫାଇଦା ପାଇଁ ପୁଅ ମାନଙ୍କୁ ଫସାଇ ଥାଆନ୍ତି ଏବଂ ନିଜର ସ୍ୱାର୍ଥ ହାସଲ ହେବା ପରେ ଏମାନେ ଧୋକା ଦେଇଥାନ୍ତି।

ଏହି ନାମର ଝିଅ ମାନେ ଏକ ରୁ ଅଧିକ ବଏଫ୍ରେଣ୍ଡ ରଖିବାରେ ମାହିର ହୋଇଥାନ୍ତି।ଏମାନେ କେବେବି ଜଣେ ପୁଅ ସହିତ ଖୁସି ରେ ରହି ପାରନ୍ତି ନାହିଁ, କେବଳ ସ୍ଵାର୍ଥ ହାସଲ କରିବା ପାଇଁ ଏମାନେ ଭଲ ପାଇବାର ଅଭିନୟ କରିଥାନ୍ତି। ଏହି ସବୁ କାରଣରୁ ଏହି ନାମର ଝିଅ ମାନଙ୍କୁ ଧୋକାବାଜ ବୋଲି କୁହାଯାଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’V’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି। ଏହି ନାମ ଥିବା ଝିଅ ମାନେ ଖୁବ ଶୀଘ୍ର ଅନ୍ୟ ପୁଅ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।ଏମାନେ ପୁଅ ମାନଙ୍କୁ ନିଜ କଥାରେ ଏଭଳି ଫସାଇ ରଖିଥାନ୍ତି ଯେପରି ସେମାନେ ତାଙ୍କୁ ସତ ରେ ବହୁତ ଭଲ ପାଉଛନ୍ତି। କିନ୍ତୁ ଏହି ଝିଅ ମାନେ ଭଲ ପାଇବାର କେବଳ ଅଭିନୟ ହିଁ କରିଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ନାମର ଝିଅ ମାନେ ପୁଅ ମାନଙ୍କ ସହିତ କେବଳ ପଇସା ପାଇଁ ହିଁ ରହିଥାନ୍ତି ଏବଂ ତାଙ୍କ ଠାରୁ ପଇସା ହାସଲ କରିବା ପରେ ଧୋକା ଦେଇଥାନ୍ତି ଏବଂ ଅନ୍ୟ କୌଣସି ପୁଅ ର ଅନୁସନ୍ଧାନ କରିଥାନ୍ତି। ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ ଧୋକାବାଜ ବୋଲି କୁହା ଯାଇଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button