IBN ଓଡ଼ିଶା ବ୍ୟୁରୋ

ଘରକୁ ଦରିଦ୍ରତା ଆସିବାର 6 ଟି ସଙ୍କେତ, ଏବେ ହିଁ ଚେକ କରି ନିଅନ୍ତୁ କଣ ଏମିତି ଭୁଲ ଆପଣଙ୍କ ଘରେ ହେଉ ନାହିଁ ତ ?

ନମସ୍କାର ବନ୍ଧୁଗଣ ଆପଣଙ୍କ ଘରେ ଘଟୁଥିବା ଛୋଟ ଛୋଟ କଥା କିଛି ଜିନିଷ ର ସଙ୍କେତ ଦେଇଥାନ୍ତି । ଏହି ସଙ୍କେତ କୁ ଆମେ ଜାଣି ପାରିଲେ କିମ୍ବା ବୁଝି ପାରିଲେ ଆମେ ଭବିଷ୍ୟତ ରେ ଆସୁଥିବା ଘଟଣା କୁ ମଧ୍ୟ ଜାଣିପାରିବା ଏବଂ ସେଥିପାଇଁ ପ୍ରସ୍ତୁତ ମଧ୍ୟ ହୋଇ ପାରିବା ।

ସେହି ସମସ୍ୟା ର ସମାଧାନ ମଧ୍ୟ କରି ପାରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦାରିଦ୍ର୍ୟ ଆସିବା ପୂର୍ବ ରୁ ଆମ ଘରେ ଛୋଟ ଛୋଟ କଥା ସାହାଯ୍ୟ ରେ ଆମକୁ ସୂଚିତ କରି ଥାଏ । ଯାହା ଦ୍ୱାରା ଆମେ ସତର୍କ ହୋଇ ପାରିବୁ ଏବଂ ନିଜ ଭୁଲ କୁ ସୁଧାରି ମଧ୍ୟ ପାରିବୁ ।

ଆଜି ଆମେ ଗରିବୀ ବୃଦ୍ଧି ହେଲେ କେଉଁ କେଉଁ ସଙ୍କେତ ଆମକୁ ମିଳି ପାରିବ ସେ ବିଷୟରେ ଆଲୋଚନା କରିବା । ଆସନ୍ତୁ ଜାଣିନେବା ସେହି ସଙ୍କେତ ଗୁଡିକ ବିଷୟରେ ଆଲୋଚନା କରି ଜାଣିନେବା ।

୧- ପ୍ରଥମ ଲକ୍ଷଣ ହେଉଛି । ଯେତେବେଳେ ଘରେ କୌଣସି ଅସୁବିଧା କିମ୍ବା ସମସ୍ୟା ମାନ ଆସିବାର ଥାଏ ତେବେ ପ୍ରଥମେ ତାହାର ପ୍ରଭାବ ପ୍ରଥମେ ତୁଳସୀ ଗଛ ଉପରେ ଦେଖା ଦେଇଥାଏ । ତୁଳସୀ ଗଛ ବିଲକୁଲ ଶୁଖି ଯାଇଥାଏ । ଏହାକୁ ଦରିଦ୍ର ଏବଂ ଅସୁବିଧା ଆସିବାର ସଙ୍କେତ କୁହାଯାଇ ଥାଏ ।

– ଦ୍ୱିତୀୟ ସଙ୍କେତ ହେଉଛି ଆମ ଖାଦ୍ୟ ପଦାର୍ଥ କଳା ପିମ୍ପୁଡ଼ି ହୋଇ ଯାଇଥାନ୍ତି । ଏହାକୁ ମଧ୍ୟ ଦୁର୍ଭାଗ୍ୟ ର ସଙ୍କେତ କୁହାଯାଏ ।

୩- ତୃତୀୟ ସଙ୍କେତ ହେଉଛି କି ଯଦି ଘରେ ଲଗା ଯାଇଥିବା ଗଛର ପତ୍ର ଶୁଖି ଯାଇଥାଏ ତେବେ ତୁରନ୍ତ ତାକୁ କାଢି ଫୋପାଡ଼ି ଦିଅନ୍ତୁ । ଏହା ମଧ୍ୟ ଅଶୁଭ ଏବଂ ଦାରିଦ୍ର୍ୟ ଆସିବାର ସଙ୍କେତ ହୋଇଥାଏ । ଘରେ ଲଗା ଯାଇଥିବା ଗଛ ପତ୍ର ସର୍ଵଦା ହରା ଭରା ହେବା ଆବଶ୍ୟକ ।

୪- ଚତୁର୍ଥ ସଙ୍କେତ ହେଉଛି; ଘରେ ରଖୁଥିବା ଝାଡୁ ମାତା ଲକ୍ଷ୍ମୀ ଙ୍କ ସୂଚକ ହୋଇ ଥାଏ ଏବଂ କୁହାଯାଏ କି ଏହା ଦରିଦ୍ର କୁ ଘରୁ ବାହାର କରି ଦେଇଥାଏ । କେବେବି ଝାଡୁ ଉପରେ ପାଦ ରଖିବା ଉଚିତ ନୁହେଁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘରେ ଅଭାବ ଅନଟନ ମଧ୍ୟ ଦେଖା ଯାଏ ଏବଂ କେବେବି ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଉଚିତ ନୁହେଁ । ଝାଡୁ କୁ ସର୍ଵଦା ଏଭଳି ସ୍ଥାନରେ ରଖିବା ଆବଶ୍ୟକ ଯେଉଁଠି କାହାର ନଜର ନ ଯିବ ଏବଂ କେବେବି ଘରୁ କୌଣସି ସଦସ୍ୟ ବାହାରକୁ ଗଲେ ତୁରନ୍ତ ଝାଡୁ କରିବା ଉଚିତ ନୁହେଁ । କେବେବି ଝାଡୁରେ ଗାଈ କିମ୍ବା ଅନ୍ୟ ପଶୁପକ୍ଷୀ ଙ୍କୁ ମାରିବା ଉଚିତ ନୁହେଁ ।

୫- ପଞ୍ଚମ ସଙ୍କେତ ହେଉଛି କ୍ଷୀର ଉତୁରିବା । ଘରେ ଯଦି ପ୍ରାୟତଃ ସମୟରେ କ୍ଷୀର ଉତୁରି ତଳେ ପଡେ ତେବେ ଅଚାନକ ଘରେ ଅଧିକ ଖର୍ଚ୍ଚ ବଢ଼ିଯାଏ ଏବଂ ଘରର ସଦସ୍ୟ ମାନଙ୍କ ଶରୀର ଅସୁସ୍ଥ ମଧ୍ୟ ରୁହେ । ତେଣୁ ଏହି କଥା ଉପରେ ଵିଶେଷ ଧ୍ୟାନ ଦେବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button