IBN ଓଡ଼ିଶା ବ୍ୟୁରୋ

ଶରୀରରେ ଥିବା ଚୁଟି କହି ଥାଏ ଆପଣଙ୍କ ସ୍ଵଭାବ: ହାତ ଉପରେ ଅଧିକ ଚୁଟି ରହିବାର ଅର୍ଥ…

ଚୁଟି ଆମ ଶରୀର ବହୁତ ମହତ୍ଵପୂର୍ଣ ଭାଗ ଅଟେ, ଏହା ଶରୀର କେଉଁ ଅଙ୍ଗ ରେ ଅଛି ତାହା ଅନୁଯାଇ ମଣିଷ ସୁନ୍ଦର ବା ଅସୁନ୍ଦର ଲାଗେ । ମୁଣ୍ଡ ଉପରେ ବହୁତ ଗୁଡେ ଚୁଟି ରହିବା ବହୁତ ସୁନ୍ଦର ଲାଗେ କିନ୍ତୁ ସେହି ଚୁଟି ଯଦି ହାତ ଉପରେ ବହୁତ ଗୁଡେ ହୁଏ ତେବେ ହାତ ଦେଖିବା ପାଇଁ ଖରାପ ଲାଗେ । ବିଶେଷ କରି ମହିଳାଙ୍କୁ ନିଜ ଗୋଡ ହାତ ଚୁଟି କଥା ବିଶେଷ ଧ୍ୟାନ ରଖିବାକୁ ପଡେ ଯାହା ଦ୍ଵାରା ସେ ଅସୁନ୍ଦର ବା ଖରାପ ନଦେଖା ଯାନ୍ତୁ ।

ଏହା ସୁନ୍ଦରତା କଥା ଅଟେ, କିନ୍ତୁ କଣ ଆପଣ ଜାଣିଛନ୍ତି ଲୋକ ଶରୀର ଉପରେ ଥିବା ଚୁଟି ମଧ୍ୟ ଲୋକ ସ୍ଵଭାବ ବିଷୟରେ କହି ଥାଏ ।

ଶରୀର ଚୁଟି ଦ୍ଵାରା ଜାଣନ୍ତୁ ବ୍ୟକ୍ତିର ସ୍ଵଭାବ :

ମୁଣ୍ଡରେ କମ ଚୁଟି ଥିବା :

ଯେଉଁ ଲୋକ ମୁଣ୍ଡରେ କମ ଚୁଟି ଥାଏ ସେହି ଲୋକ ଧନ ଲାଭ କରିବାରେ ବହୁତ ମାହିର ଥାଏ । ଏମିତି ଲୋକ ଜୀବନରେ କେବେ ବି ଟଙ୍କା କମ ହୁଏ ନାହିଁ, ଏହି ପରି ଲୋକଙ୍କୁ ନିଜ ଜୀବନରେ କେବେ ବି କାହା ସାମ୍ନା ରେ ଟଙ୍କା ପାଇଁ ହାତ ପତେଇବାକୁ ପଡେ ନାହିଁ ।

 

କୁଞ୍ଚ କୁଞ୍ଚିଆ ଚୁଟି :

ଯେଉଁ ଲୋକଙ୍କ ମୁଣ୍ଡରେ କୁଞ୍ଚ କୁଞ୍ଚିଆ ଚୁଟି ହୋଇ ଥାଏ ସେହି ପରି ଲୋକ ବହୁତ କ୍ରିୟେଟିଭ ହୋଇ ଥାନ୍ତି । ଏମିତି ଲୋକଙ୍କ ବିଚାର ଅଲଗା ଲୋକଙ୍କ ଠାରୁ ବହୁତ ଭିନ୍ନ ହୋଇ ଥାଏ । ଏହି ପରି ଚୁଟି ଲୋକ ସବୁବେଳେ ସକାରାତ୍ମକ ହୋଇ ଥାନ୍ତି ଏବଂ ସମସ୍ତଙ୍କ ସହ ମିଳି ମିସି ଚଳିବା ପସନ୍ଦ କରନ୍ତି ।

ହାତ ଗୋଡ ଉପରେ ଅଧିକ ଚୁଟି :

ଯେଉଁ ଲୋକଙ୍କ ହାତ ଗୋଡ ଉପରେ ଅଧିକ ମାତ୍ରା ରେ ଚୁଟି ହୋଇ ଥାଏ ସେହି ଲୋକ ବହୁତ ଏକଟିବ ଏବଂ ଊର୍ଜାପୂର୍ଣ ହୋଇ ଥାନ୍ତି । ଏମିତି ଲୋକ ବହୁତ କମେଡିଅନ ହୋଇ ଥାନ୍ତି ଏବଂ ନିଜ ଜୀବନକୁ ଏଁଜୟ କରି ବଞ୍ଚିବା ପସନ୍ଦ କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button