IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀକୁ ମା ବାପାଙ୍କ ଠୁ ଅଧିକ ଭଲ ପାଆନ୍ତି ଏହି 2ଟି ନାମର ପୁରୁଷ

ମଣିଷ ଯେତେବେଳେ ଏହି ପୃଥିବୀରେ ଜନ୍ମ ନେଇଥାଏ ସେତେବେଳେ ତାହା କୌଣସି ବି ସମ୍ପର୍କୀୟ କିମ୍ବା କାହା ସହିତ ତାହାର କୌଣସି ବି ପ୍ରକାରର ସମ୍ପର୍କ ନ ଥାଏ । କିନ୍ତୁ ଯେତେବେଳେ ସେ ଧୀରେ ଧୀରେ ବଡ ହୋଇଥାଏ ତେବେ ସେ ବିଭିନ୍ନ ପ୍ରକାରର ସମ୍ପର୍କ ସହ ବାନ୍ଧି ହୋଇ ଚାଲିଥାଏ । ଯଦି ମାତା ପିତା ଓ ପୁଅର ସମ୍ପର୍କ ବିଷୟରେ କହିବା ତେବେ ଯେତେବେଳେ ଗୋଟିଏ ଶିଶୁ ଜନ୍ମ ନେଇଥାଏ ସେହି ଦିନ ଠାରୁ ସେହି ଶିଶୁକୁ ନେଇ ମାତା ପିତା ଚିନ୍ତା କରିବାକୁ ଲାଗନ୍ତି ।

କିନ୍ତୁ ଯେମିତି କି ସମସ୍ତେ ଜାଣିଛନ୍ତି କି ଆମ ସମାଜରେ ଗୋଟିଏ ସମୟ ପରେ ସମସ୍ତେ ଏକ ନୂଆ ବନ୍ଧନ ସହ ଯୋଡି ହୁଅନ୍ତି ଅର୍ଥାତ ଏକ ବୈବାହିକ ବନ୍ଧନ ସହ ଯୋଡି ହେବା । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ନାମର ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ମାତା ପିତାଙ୍କ ଠାରୁ ଅଧିକ ନିଜର ସ୍ତ୍ରୀକୁ ବହୁତ ଅଧିକ ଭଲ ପାଆନ୍ତି ।

A ନାମ ବାଲା ପୁରୁଷମାନେ

ଯେଉଁ ବ୍ୟକ୍ତିମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବଡ ହୃଦୟର ହୋଇଥାନ୍ତି । ଏହା ଛଡା କୁହାଯାଏ କି ଏମାନେ ନିଜ ଠାରୁ ଅଧିକ ନିଜ ପତ୍ନୀର ଧ୍ୟାନ ରଖନ୍ତି । ଏହି ନାମର ପୁରୁଷମାନେ ନିଜ ପତ୍ନୀ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ନିଜ ସ୍ତ୍ରୀକୁ ବିଶ୍ଵାସ ବି କରନ୍ତି । ଆପଣଙ୍କୁ କହିଦେଉଛୁ କି A ନାମ ବାଲା ପୁରୁଷମାନଙ୍କର ସ୍ତ୍ରୀ ବି ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣ ଅଟେ କି ଏମାନଙ୍କ ବୈବାହିକ ଜୀବନ ବହୁତ ସୁଖମୟ ରହିଥାଏ ।

ଏହିଭଳି ପୁରୁଷ ନିଜର ସମ୍ପର୍କ ପ୍ରତି ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନଙ୍କ ପ୍ରେମ ବହୁତ ଗଭୀର ହୋଇଥାଏ । ଏମାନେ ପରସ୍ପର ବିନା ଗୋଟିଏ ମୁହୂର୍ତ ବି ରହି ପାରନ୍ତି ନାହିଁ । ଏହା ସତ ଅଟେ କି ଏମାନେ ନିଜର ପିତା ମାତାଙ୍କ ଠାରୁ ନିଜର ସ୍ତ୍ରୀକୁ ଅଧିକ ଭଲ ପାଆନ୍ତି ।

S ନାମ ବାଲା ପୁରୁଷମାନେ

S ନାମ ବାଲା ପୁରୁଷମାନେ ବି A ନାମ ବାଲା ପୁରୁଷମାନଙ୍କ ଭଳି ନିଜ ସ୍ତ୍ରୀଙ୍କର ସବୁ ଦରକାରୀ ଜିନିଷ ପ୍ରତି ଧ୍ୟାନ ରଖନ୍ତି । ତାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଏମାନେ ସବୁବେଳେ ନିଜ ପତ୍ନୀକୁ ଭଲ ପାଆନ୍ତି । ସେଥିପାଇଁ ନିଜର ପତ୍ନୀକୁ କୌଣସି ବି ଜିନିଷ ପାଇଁ ମନା କରନ୍ତି ନାହିଁ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଏହି ନାମର ପୁରୁଷମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ସେଥିପାଇଁ ନିଜର ପତ୍ନୀଙ୍କର ସବୁ କଥାକୁ ସହଜରେ ବିଶ୍ଵାସ କରି ନିଅନ୍ତି । ଏମାନଙ୍କର ପତ୍ନୀ ରାଣୀ ଭଳି ନିଜର ଜୀବନ ଜାପନ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button