IBN ଓଡ଼ିଶା ବ୍ୟୁରୋ

Malika Bachana: କେଉଁ କର୍ମ କଲେ କେଉଁ ଜନ୍ମ ମିଳିଥାଏ କରନ୍ତୁ ନାହିଁ ଏହି ସବୁ ଭୁଲ ନଚେତ ସାରା ଜୀବନ ନର୍କରେ ଭୋଗିବେ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମରେ ଆ-ତ୍ମାକୁ ଅଜୟ ଅମର ବୋଲି ମାନି ନିଆଯାଇଥାଏ ହିନ୍ଦୁ ଧର୍ମ ପୂନ ଜନ୍ମ ଉପରେ ବିଶ୍ୱାସ କରିଥାଏ ମାନେ ମଣିଷ ମୃ-ତ୍ୟୁ କୁ ପ୍ରାପ୍ତ ହୋଇଗଲା ପରେ ବି ତାର ଆ-ତ୍ମା ଜୀବିତ ରହିଥାଏ ଧର୍ମ ଗ୍ରନ୍ଥରେ କୁହାଯାଇଛି କି ମଣିଷର ଆତ୍ମା ସେହି ଶରୀର ଛାଡ଼ି ଏକ ନୂଆ ଶରୀର ଭିତରେ ପ୍ରବେଶ କରେ ଯେମିତି।ଆମେ ପୁରୁଣା ଡ୍ରେସ ଓହ୍ଲାଇ ନୂଆ ଡ୍ରେସ ପିନ୍ଧି ଥାଉ ସେମିତି ଆତ୍ମାକୁ ଏହି ନୂଆ ଶରୀର ପୃଥିବୀ ଉପରେ ବାସ କରୁଥିବା ୮୪ ଲକ୍ଷ ପ୍ରାଣୀ ମାନଙ୍କ ମଧ୍ୟରୁ କେଉଁ ବି ପ୍ରାଣୀର ରୂପ ମିଳିଥାଏ ଯଦି ଆପଣ ଜାଣିବାକୁ ଚାହୁଛନ୍ତି କେଉଁ ଜନ୍ମରେ କେଉଁ କର୍ମ କରିବେ ତାହେଲେ ଆଜିର ବିଷୟ ଟିକୁ ଆପଣ ଶେଷ ଯାଏ ଦେଖନ୍ତୁ ।କାହିକିଁ ମାଳିକା ବଚନରେ ଲେଖା ଅଛି କେଉଁ ମଣିଷ ଆଗ ଜନ୍ମରେ କେଉଁ ରୂପ ପାଇଥାଏ ସେଥିପାଇଁ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ ।

ମାଳିକା ରେ ଲେଖା ଅଛି ଯେଉଁ ମଣିଷ ପରାର ସ୍ତ୍ରୀ ସହିତ ଶା-ରୀ-ରି-କ ସମ୍ବଦ ବନାଇଥାଏ ତାକୁ ନର୍କକୁ ଯିବାକୁ ପଡିଥାଏ ଏବଂ ସେହି ନର୍କରେ ତାକୁ କେତେ ପ୍ରକାର ଦଣ୍ଡ ଭୋଗିବାକୁ ପଡ଼ିଥାଏ ଏବଂ ଏହା ପରେ ତାକୁ ଗୋଟେ ପରେ ଗୋଟେ ଜନ୍ମ ମିଳିଥାଏ ସେ ସର୍ବ ପ୍ରଥମେ ବିଲୁଆ ବନି ଥାଏ ଏବଂ ତାପରେ ଗୋଟିଏ କୁକୁର ଜନ୍ମ ପାଇଥାଏ ଏବଂ ତାପରେ ସେ ଶୃଗାଳ ,ମାଙ୍କଡ, ଜିରାଫ ,ଜେବ୍ରା ଏବଂ କାଉ ହୋଇଥାଏ । ଏହି ସବୁ ଜନ୍ମ ଭୋଗିବା ପରେ ଶେଷରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥାଏ ।ଏ

ହା ସହିତ ଯେଉଁ ମନୁଷ୍ୟ ତାର ସ୍ତ୍ରୀ ସହିତ ଜବରଦସ୍ତ ସମ୍ପର୍କ ବନାଇ ଥାଏ ବା ବ-ଳା-ତ୍କା-ର କରିଥାଏ ଏବଂ ଯେଉଁ ମଣିଷ ତା ସ୍ତ୍ରୀ ଉପରେ ପ୍ରତିଦିନ ଅତ୍ୟାଚାର କରିଥାଏ ବା ହାତ ଉଠାଇ ଥାଏ ତାକୁ ନର୍କ ଭୋଗିବାକୁ ପଡ଼ିଥାଏ ଏବଂ କେତେ ପ୍ରକାର ଜୀବ ଜନ୍ମ ନେଲା ପରେ ତାକୁ କିନ୍ନର ଜନ୍ମ ମିଳିଥାଏ ।

ଏହା ମଧ୍ୟ କୁହାଯାଇଛି ଯେଉଁ ଭାଇ ସମାଜ ସାମ୍ନାରେ ନିଜ ବଡ଼ ଭାଇର ଅପମାନ କରିଥାଏ ସମାଜ ସାମ୍ନାରେ ତାକୁ ନୀଚ ଦେଖୁଥାଏ ବା ତା ନିଜ ବଡ଼ ଭାଇ ଉପରେ ହାତ ଉଠାଇ ଥାଏ ଆର ଜନ୍ମରେ ସେହି ବ୍ୟକ୍ତିକୁ ପେଚା ଜନ୍ମ ମିଳିଥାଏ ।

ଏହି ଜନ୍ମକୁ ସେହି ମଣିଷ ୧୦ ବର୍ଷ ପର୍ଯ୍ୟନ୍ତ ଭୋଗିଥାଏ ଏହା ପରେ ତାକୁ ଆଗ ଜନ୍ମରେ ମଣିଷ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ଖଣ୍ଡାରେ ଅନ୍ୟ ବ୍ୟକ୍ତିକୁ ହ-ତ୍ୟା କରିଥାଏ ସେହି ବ୍ୟକ୍ତିକୁ ପର ଜନ୍ମରେ ଗଧ,ହରିଣ ,କୁକୁର ,ବାଘ ଏବଂ ଶେଷରେ ମଣିଷ ଜନ୍ମ ପ୍ରାପ୍ତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button