IBN ଓଡ଼ିଶା ବ୍ୟୁରୋ

ନାମର ପ୍ରଥମ ଅକ୍ଷର S ଥିଲେ ଜାଣନ୍ତୁ ଅଭୁତ ରହସ୍ୟ, ‘S’ ନାମର ବ୍ୟକ୍ତି ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ନମସ୍କାର ଏହି ଦୁନିଆରେ ରହୁଥିବା ପ୍ରତ୍ୟେକ ମଣିଷ ଜୀବ ଜନ୍ତୁ ଏପରି କି ପ୍ରତ୍ୟେକ ବସ୍ତୁ ର ମଧ୍ୟ କିଛି ନା କିଛି ନାମ ରହିଥାଏ । ନାମ ରୁ ହିଁ ଦୁନିଆ ରେ ସେହି ବ୍ୟକ୍ତି ର ପରିଚୟ ମିଳିଥାଏ ।

ପ୍ରତ୍ୟେକ ବ୍ୟକ୍ତି ର ନାମ ରେ କୌଣସି ନା କୌଣସି ପ୍ରଭାବ ରହିଥାଏ । ତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି S ନାମ ଥିବା ବ୍ୟକ୍ତି କିପରି ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିନେବା ଏହି ଅକ୍ଷର ଥିବା ବ୍ୟକ୍ତି କିପରି ଥିବେ ଏବଂ ସେମାନଙ୍କ ଭବିଷ୍ୟତ ମଧ୍ୟ କିପରି ରହିବ । S ନାମ ଥିବା ବ୍ୟକ୍ତି ମାନେ ରାଶି ଚକ୍ର ର ଅନୁସାରେ କୁମ୍ଭ ରାଶି ର ହୋଇଥାନ୍ତି । S ଅକ୍ଷର ଟି ଇଂରାଜୀ ର ଵର୍ଣମାଳା ର ୧୯ ନମ୍ବର ରେ ଥାଏ ।

ଯେପରି ସିଂହ ଆକ୍ରମଣ କରିବା ପୂର୍ବରୁ ଗୋଟିଏ ପାଦ ପଛକୁ ନେଇ ଥାଏ । ସେହି ପରି ଏହି ଅକ୍ଷର ର ବ୍ୟକ୍ତି ମାନେ ମଧ୍ୟ ଜୀଵନ ରେ ଯେତେ କଷ୍ଟ ଅସୁବିଧା ଆସିଲେ ଏବଂ ପଛ କୁ ଓଟାରିଲେ ମଧ୍ୟ ସେମାନେ ଆହୁରି ମଜବୁତ ହୋଇ ଯାଇଥାନ୍ତି । ଏବଂ ନିଜର ସମସ୍ତ ଅସୁବିଧା କୁ ବହୁତ ଭାବି ଚିନ୍ତି ତାର ସମାଧାନ କରିଥାନ୍ତି ।

ଆପଣ ମାନେ ଏହା ତ ଶୁଣି ଥିବେ କି ଅସୁବିଧା ସମୟରେ ସବଳ ବ୍ୟକ୍ତି ତାର ସମାଧାନ କରନ୍ତି ଏବଂ ଦୁର୍ବଳ ବ୍ୟକ୍ତି ବାହାନା ଖୋଜିଥାନ୍ତି । କିନ୍ତୁ ଏହି ଅକ୍ଷର ଥିବା ବ୍ୟକ୍ତି ମାନେ କୌଣସି ଅସୁବିଧା ଓ ସମସ୍ୟା ର ଏକ ନୂତନ ରାସ୍ତା ଖୋଜିଥାନ୍ତି ଏବଂ ନିଜର ନୂତନ ସମାଧାନ ମଧ୍ୟ ବାହାର କରିଥାନ୍ତି । ଏହି ଅକ୍ଷର ର ବ୍ୟକ୍ତି ମାନେ କେବେ ବି କାହା ସହ ଶତ୍ରୁତା ରଖନ୍ତି ନାହିଁ । ଏବଂ ଯଦି କେହି ବି ଏମାନ ଙ୍କ ସହ ଶତ୍ରୁତା କରନ୍ତି କିମ୍ବା ବାର ବାର ଏମାନଙ୍କ ସହ ଲାଗିଥାନ୍ତି ତେବେ ଏମାନେ ନିଜର ସିଂହ ରୂପ କୁ ମଧ୍ୟ ଦେଖେଇ ପାରି ଥାନ୍ତି ।

ଏହି ଅକ୍ଷର ର ବ୍ୟକ୍ତି ମାନେ ନିଜର ପରିଚୟ ନିଜେ ହିଁ ସୃଷ୍ଟି କରିଥାନ୍ତି । ଏବଂ ଏମାନେ ଯେଉଁଠି କି ବି ଯାଆନ୍ତି ସେଠାରେ ସେମାନେ ନିଜର ଛାପ ନିଜେ ହିଁ ଛାଡି ଦିଅନ୍ତି । ଏବଂ ଦୁନିଆରେ ସେମାନେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିକି ଯାଇଥାନ୍ତି । ଦୁନିଆ ରେ ନିଜର ଏକ ପରିଚୟ ସୃଷ୍ଟି କରିବା ସେମାନଙ୍କ ର ଏକ ପ୍ରିୟ ରୁଚି ଥାଆନ୍ତି । ଏବଂ ସେମାନେ ଅନେକ ଖ୍ୟାତି ନାମ ଅର୍ଜନ କରିଥାନ୍ତି ।

ସମସ୍ତେ ଶୋଇକି ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଏହି ନାମ ର ବ୍ୟକ୍ତି ମାନେ ନିଜ ସ୍ୱପ୍ନ ଯୋଗୁଁ ସେମାନେ ଶୋଇ ପାରନ୍ତି ନାହିଁ । ସେ ନିଜର ସ୍ୱପ୍ନ କୁ ସାକାର କରିବା ପାଇଁ କିଛି ବି କରି ପାରନ୍ତି । ଏବଂ ସେହି ସ୍ୱପ୍ନ କୁ ସାକାର କରିବା ପାଇଁ ସେ ଚେଷ୍ଟା କରିଥାନ୍ତି ଓ ସାକାର କରିକି ହିଁ ରହିଥାନ୍ତି । ଏମାନେ ବହୁତ ବିଶ୍ଵସନୀୟ ହୋଇଥାନ୍ତି । ଏବଂ ଏମାନ ଙ୍କ ସମ୍ପର୍କରେ ଯିଏ ବି ଆସନ୍ତି ସେ ତାଙ୍କର ହୋଇ ରହି ଯାଇଥାନ୍ତି । ଏମାନେ କେବେବି ଧୋକା ଦିଅନ୍ତି ନାହିଁ ।

ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ ଥାଆନ୍ତି । ଏବଂ ଏମାନେ ସହଜରେ ସମସ୍ତ ଙ୍କ ସହ ମିଶି ଯାଇଥାନ୍ତି । ଏବଂ ଏମାନେ ସ୍ୱତନ୍ତ୍ର ପ୍ରିୟ ବ୍ୟକ୍ତି ହୋଇଥାନ୍ତି । ଏବଂ ଏମାନ ଙ୍କୁ କାହା ଅଧୀନରେ ରହି କାର୍ଯ୍ୟ କରିବା ପସନ୍ଦ ନୁହେଁ । ଏମାନେ ନିଜର ଜୀଵନ ର ସମସ୍ତ ନିର୍ଣ୍ଣୟ ବହୁତ ବୁଦ୍ଧି ମାନର ସହିତ ନେଇଥାନ୍ତି । ଏବଂ ନିଜର କଥନ ଶୈଳୀ ରେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରିଥାନ୍ତି ।

ଏମାନେ ଅନ୍ୟ କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ର ଜୀଵନ ସାଥି ମଧ୍ୟ ବହୁତ ଭଲ ଏବଂ ସବୁ କ୍ଷେତ୍ରରେ ସେ ତାଙ୍କ ସାଥ ଦିଅନ୍ତୁ ଏବଂ ଦୁହେଁ ବହୁତ ଖୁସି ରେ ଏବଂ ଭଲ ରେ ଜୀଵନ ବିତାଇ ଥାଆନ୍ତି । ଏହି ନାମ ର ନାରୀ ମାନେ ନିଜ ସ୍ୱାମୀ ଙ୍କ ଠାରୁ ମଧ୍ୟ ବହୁତ ପ୍ରଭାବଶାଳୀ ଥାଆନ୍ତି । ଏବଂ ଏମାନେ ଥରେ ଯାହାକୁ ଭଲ ପାଆନ୍ତି ସେ ମରିବା ପର୍ଯ୍ୟନ୍ତ କେବେବି ତାଙ୍କ ସାଥ ଛାଡ଼ନ୍ତି ନାହିଁ । ଏମାନେ ବହୁତ କଠିନ ପରିଶ୍ରମ କରିଥାନ୍ତି ଏବଂ ନିଜ ପରିଶ୍ରମ ଯୋଗୁଁ ନିଜେ ସଫଳତା ପ୍ରାପ୍ତ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button