IBN ଓଡ଼ିଶା ବ୍ୟୁରୋ

ଏହି 1 ଟି ପତ୍ର ଚୋବେଇ ଖାଇଦିଅନ୍ତୁ , ଆପଣଙ୍କ ବାତ , ପିତ , କଫ, କାଶ ଆଦି ସମସ୍ୟା ଦୂର ହେବ – 100 ବର୍ଷ ଯାଏ କୌଣସି ଔଷଧ ର ଆବଶ୍ୟକତା ପଡିବନି

ନମସ୍କାର ବନ୍ଧୁଗଣ ତେବେ ଆମକୁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ । ଯାହାଦ୍ୱାରା ଶୁଖିଲା କାଶ ହୋଇଥାଏ । ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁ-କ୍ତି ପାଇ ପାରିବେ ।

ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ଏହାକୁ ରୋକିବାର କେବଳ ଗୋଟିଏ ଉପାୟ ଅଛି ତାହା ହେଉଛି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା । ତେବେ ଆଜି ଆମେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଏକ ପ୍ରକାର ସହଜ ଉପାୟ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ସେ କି କି ପ୍ରକାରର ଲାଭ ପ୍ରଦାନ କରି ପାରିବ ।

ସେହି ଵସ୍ତୁ ଟି ହେଉଛି ଗିଲହ । ଆପଣ ଗିଲହ ର ଗଛ ଲଗାଇବା ଏବଂ ତାର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଆପଣ ଙ୍କ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ ।

ତେବେ ଗିଲହ ର କାଢା ପ୍ରସ୍ତୁତ କରିବା ପାଇଁ ଗିଲହ ର ଜଡ କୁ ନେବେ ଏବଂ ତାର ଡାଳ କୁ ନେଇ ହେମ ଦସ୍ତା ରେ କୁଟି ଦେବେ । ତାପରେ ଏକ ଗିଲାସ ପାଣିରେ ଲଗଭଗ ୨୦ ରୁ ୩୦ ଗ୍ରାମ ଏହି ଗୁଣ୍ଡ କୁ ପକାଇ ଦେବେ । ତାପରେ ତାକୁ ଫୁ-ଟା-ଇ-ବେ ବହୁତ ଭଲ ଭାବରେ ଫୁ-ଟା-ଇ ତାକୁ ଛାଣି ସକାଳେ କିଛି ନ ଖାଇ ଏହି କାଢା ର ସେବନ କରିବା ଉଚିତ ।
ଏହାକୁ ସେବନ କରିବା ଦ୍ୱାରା ଆଜି କାଲି ବାପୁଥିବା କରୋନା ସଂକ୍ରମଣ ରୁ ବଞ୍ଚିବା ପାଇଁ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ଥାଏ ।

ଆପଣ ଏହି କାଢା ଛଡା ଆପଣ କିଛି ଗିଲହ ର ଦଣ୍ଡି କୁ ନେବେ ତାକୁ ହେମଦସ୍ତା ରେ କୁଟି ଦେବେ ଏବଂ ସେଥିରେ ୫ ରୁ ୬ ଟି ଭଲ ତୁଳସୀ ପତ୍ର ପକାଇଦେବେ ଏବଂ ଅଦା ମଧ୍ୟ ନେଇ ପାରିବେ । ତା ସହିତ ଛୋଟ ହଳଦୀ ଖଣ୍ଡ ମଧ୍ୟ ନେଇ ପାରିବେ ଏହା ସହିତ ଅଳ୍ପ ଗୋଲମରିଚ ପକାଇ ଭଲ ଭାବରେ ଚଟଣି କରି ସେଥିରେ ଅଳ୍ପ ମହୁ ପକାଇ ତାକୁ ଦିନକୁ ତିନିଥର ଖାଦ୍ୟ ଖାଇବା ପୂର୍ବରୁ ଚାଟି ଦେବେ । ଏହି ପ୍ରକ୍ରିୟା ଦ୍ୱାରା ଆପଣ ଙ୍କ ଶରୀର ରେ ବହୁତ ଅଧିକ ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଏବଂ ଶରୀର ସୁସ୍ଥ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button