IBN ଓଡ଼ିଶା ବ୍ୟୁରୋ

8 ଟା ପରେ ଗାଧଉଥିବା ମହିଳାମାନେ ଏହାକୁ ନିଶ୍ଚିତ ଦେଖନ୍ତୁ – ଦେଖନ୍ତୁ କେଉଁ ସମୟରେ ଗାଧୋଇବା ଉଚିତ

ନମସ୍କାର ବନ୍ଧୁଗଣ ଆମର ଦୈନ ଦିନ ଜୀବନରେ କୌଣସି କାମ କରିବା ମନେ ରହୁ କିମ୍ବା ନ ରହୁ କିନ୍ତୁ ଗୋଟିଏ କାମ ଏଭଳି ଅଛି ଯାହା ମନେ ରହିଯାଇ ଥାଏ । ତାହା ହେଉଛି ଗାଧୋଇବା । ଆମେ ଏହି କର୍ମ ଅନେକ ବର୍ଷ ରୁ କରି ଆସୁଛେ । ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁ-କ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ । ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଏବଂ ଆରାମ ଦେଇଥାଏ । ଏବଂ ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ ।

ଏବଂ ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇ ଥାଏ । ନ ଗାଧୋଇଲେ ଆମ୍ଭର ସବୁ କାର୍ଯ୍ୟ ଅସଫଳ ରୁହେ ବୋଲି ମାନ୍ୟତା ରହିଛି । କିନ୍ତୁ ବେଳେବେଳେ କିଛି ଲୋକ ଗାଧୋଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଅସୁବିଧା ସମସ୍ୟା ହା-ନି ବଢିବାକୁ ଲାଗିବ ଏବଂ ଅନେକ ରୋଗ ବୈ-ରା-ଗ ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ଗାଧୋଇବା ସମୟରେ ଆମକୁ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ।ତେବେ ଆମର ଗାଧେଇ ବାର ସବୁଠାରୁ ଶୁଭ ଏବଂ ଭଲ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇବା ଦ୍ୱାରା ଆମ ଶରୀର କୁ ଏକ ପ୍ରକାରର ସକାରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ ।
ଗରୁଡ଼ ପୁରାଣ ଅନୁସାରେ ଵ୍ରହ୍ମ ମୁହୂର୍ତ୍ତରେ କରା ଯାଇଥିବା ସ୍ନାନ କୁ ହିଁ ସର୍ଵ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଛି । ଵ୍ରହ୍ମ ମୁହୂର୍ତ୍ତ ର ଅର୍ଥ ହେଉଛି ଭୋର ୪ଟା କିମ୍ବା ୫ଟା ସମୟ । ଶା-ସ୍ତ୍ର ରେ ଏହି ସମୟ କୁ ମଧ୍ୟ ସର୍ଵ ଶ୍ରେଷ୍ଠ ସମୟ କୁହାଯାଇଛି । ଏହି ସମୟ ର ବାତାବରଣ ମଧ୍ୟ ଅ-ଦ୍ଭୁ-ତ ଏବଂ ଚମତ୍କାରୀ ଉର୍ଜା ପ୍ରାପ୍ତ ହୋଇଥାଏ । ତେଣୁ ଏହି ସମୟରେ ସ୍ନାନ କରିବା ଉଚିତ ଅଟେ ।
ଏହା ଛଡା ଏହି ସମୟରେ ସ୍ନାନ କରିବା ଦ୍ୱାରା ଆମ ଶରୀର ର ସହିତ ମନ ରେ ଥିବା ମଳିନ କୁ ମଧ୍ୟ ସଫା କରି ଦେଇଥାଏ ।ସକାଳ ୮ ଟା ପରେ ସ୍ନାନ କରିବା ଆମ ଶା-ସ୍ତ୍ର ରେ ଉଚିତ କୁହାଯାଇ ନାହିଁ । ଏହି ସମୟରେ ବାତାବରଣ ରେ ବ୍ୟାପ୍ତ ଦୈବୀ ଶକ୍ତି ବହୁତ କମ ହୋଇ ଯାଇଥାଏ । ତାଛଡା ସକରାତ୍ମକ ଉର୍ଜା ର ବହୁତ କମ ଥାଏ । ଏହି ସମୟରେ ସ୍ନାନ କରିବା ଦ୍ୱାରା ଶରୀର ରେ ଆଳସ୍ୟ ରୁହେ ଏବଂ ମନ ମଧ୍ୟ ଅଶାନ୍ତ ରହିଥାଏ ଏବଂ କୌଣସି ବି କାର୍ଯ୍ୟ ରେ ମନ ମଧ୍ୟ ଲାଗେ ନାହିଁ । ତେଣୁ ସକାଳ ୮ଟା ପରେ କେବେବି ସ୍ନାନ କରିବା ଉଚିତ ନୁହେଁ । ଯେଉଁ ମହିଳା ମାନେ ୮ ଟା ପରେ ସ୍ନାନ କରିଥାନ୍ତି ତାଙ୍କ ଜୀଵନ ରେ ସର୍ଵଦା ଦୁ-ର୍ଭା-ଗ୍ୟ ଆସିଥାଏ । ତା ଛଡା ଘରରୁ ସୁଖ ଶାନ୍ତି ମଧ୍ୟ ଚାଲି ଯାଇଥାଏ ।ଏହା ଛଡା ଦିନ ୧୨ ଟାରେ ସ୍ନାନ କରିବାକୁ ଦାନବ ସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କଲେ ନ-କ-ରା-ତ୍ମ-କ ଉର୍ଜା ଦୁ-ର୍ବ-ଳ ଲାଗିବା ଏବଂ କୌଣସି କାର୍ଯ୍ୟ ରେ ମନ ନ ଲାଗିବା ଆଦି ହୋଇଥାଏ ତେଣୁ ଏହି ସମୟରେ ସ୍ନାନ କରିବା ଆଦୌ ଉଚିତ ନୁହେଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button