IBN ଓଡ଼ିଶା ବ୍ୟୁରୋ

୬୯ ବର୍ଷରେ ୧୫୦ ଡ୍ୟାନ୍ସରଙ୍କ ସହ IIFA ଆୱାର୍ଡ ଧମାଲ କରିବେ ରେଖା, ଆବୁଧାବିରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ଵାଇ ୨୬।୦୯: ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA 2024) ହେବାକୁ ଯାଉଛି। ଶାହାରୁଖ ଖାନ, କରଣ ଜୋହର ଏବଂ ଭିକି କୌଶଲ ମିଳିତ ଭାବେ IIFA ଆୱାର୍ଡକୁ ହୋଷ୍ଟ କରିବେ । ନିକଟରେ ଏହା ଘୋଷଣା କରାଯାଇଥିଲା । ୨୭ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବୁଧାବିର ୟାସ୍ ଦ୍ୱୀପରେ IIFA ଅନୁଷ୍ଠିତ ହେବ ।

ଏହି ଆୱର୍ଡ କାର୍ଯ୍ୟ ପାଇଁ ଶାହାରୁଖ, କ୍ରିତି ସାନନ୍ ଏବଂ ସାହିଦ ମୁମ୍ଵାଇ ଛାଡିଛନ୍ତି। ଏଥି ସହିତ ହିନ୍ଦୀ ସିନେମାର ଏଭରଗ୍ରୀନ ଅଭିନେତ୍ରୀ ରେଖା ମଧ୍ୟ ଏଥିରେ ପରଫର୍ମ କରିବାକୁ ଯାଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button