IBN ଓଡ଼ିଶା ବ୍ୟୁରୋ

ଚର୍ମ ଡାକ୍ତର ଯୁବତୀଙ୍କୁ ସୁନ୍ଦରୀ କରିଦେବେ କହି ରଖିଲେ ଶାରିରୀକ ସମ୍ବନ୍ଧ, ଆଉ ତାପରେ… ଜାଣନ୍ତୁ ପୁରା ଘଟଣା

ଡାକ୍ତର ଯୁବତୀଙ୍କୁ ମାଗଣାରେ ସୁନ୍ଦରୀ କରି ଦେବେ ବୋଲି କହି ଯୁବତୀଙ୍କ ସହିତ ରଖିଲେ ଶାରୀରିକ ସଂପର୍କ ! ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ବ୍ରିଟେନରେ । ବ୍ରିଟେନର ଜଣେ ୪୨ ବର୍ଷୀୟ ବହୁ କ୍ଷାତାନାମା ଚର୍ମ ରୋଗ ବିଶେଷଜ୍ଞ ଟିଜିଅନ୍ ଇଶୋଙ୍କ ବିରୋଧରେ ଏପରି ଅଭିଯୋଗ ଦେଖିବାକୁ ମିଳିଛି ।

ଇଶୋ ବ୍ରିଟେନର ଜଣେ ଚର୍ଚ୍ଚିତ ଚର୍ମ ଡାକ୍ତର ଅଟନ୍ତି । ସେ ବଡ଼ ବଡ ସେଲୋବ୍ରିରି ମାନଙ୍କୁ ଚିକିତ୍ସା କରନ୍ତି । ତେବେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଏକ ମାସ ପାଇଁ ତାଙ୍କ ଲାଇସେନ୍ସକୁ ରଦ୍ଦ କରା ଯାଇଛି ।

ଅଭିଯୋଗ ଅନୁସାରେ, ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି । ଅଭିନେତ୍ରୀ ଜଣକଙ୍କ କହିବା ଅନୁସାରେ ଡାକ୍ତର ଜଣଙ୍କ ତାଙ୍କୁ ମାଗଣାରେ ବେଟକ୍ସ ଇଞ୍ଜେକ୍ସନ ଦେଇ ତାଙ୍କ ଶାରୀରିକ ସଂପର୍କ ରଖିଛନ୍ତି ।

ବେଟକ୍ସ ଇଞ୍ଜେକ୍ସନ ସାଧାରଣତଃ ସେଲିବ୍ରିଟି ମାନେ ୟଙ୍ଗ ଦେଖାଯିବା ପାଇଁ ନେଇଥାନ୍ତି । ଯାହାର ମୂଲ୍ୟ ବହୁ ଅଧିକ ଅଟେ । ତେବେ ଡାକ୍ତର ଜଣଙ୍କ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ସେ ଏପରି କିଛି କରି ନାହାନ୍ତି । ସେ କେବଳ ଇନଷ୍ଟାଗ୍ରାମରେ ତାଙ୍କୁ ଅଶ୍ଳିଳ ଭାଷାରେ ମେସେଜ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button