ତଣ୍ଟିରେ ମାଛ କଣ୍ଟା ଲାଗିଗଲେ କଣ କରିବା ଉଚିତ୍? କରନ୍ତୁ ଏହି ୫ଟି କାମ, ମିଳିବ ଆରାମ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଅଧିକାଂଶ ଲୋକଙ୍କୁ ମାଛ ଖାଇବାକୁ ବହୁତ ଭଲ ଲାଗିଥାଏ।କିନ୍ତୁ କିଛି ଲୋକେ ମାଛ ଖାଇବାକୁ ଭଲ ପାଉଥିଲେ ମଧ୍ୟ ମାଛର କଣ୍ଟା ଯୋଗୁଁ ଖାଇ ପାରନ୍ତି ନାହିଁ। ସାଧାରଣତଃ କହିବାକୁ ଗଲେ ଆମେ ମାଛ ଖାଉଥିବା ସମୟରେ ବେଳେବେଳେ ମାଛ କଣ୍ଟା ଆମ ତଣ୍ଟିରେ ଲାଗି ଯାଇଥାଏ।ତେଣୁ ଆସନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ୫ ଗୋଟି କାର୍ଯ୍ୟ କରିବା ଉଚିତ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ଯଦି ଆପଣ ମାଛ ଖାଉଥିବା ସମୟରେ, ଆପଣଙ୍କ ନିଶ୍ବାସ ଅଟକି ଯାଉଥିବା ଭଳି ଅନୁଭୂତ ହେଉଛି, ତାହେଲେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ବାରା ଆପଣଙ୍କ ତଣ୍ଟିରୁ ସହଜରେ ମାଛ କଣ୍ଟା ବାହାରିଯିବ।

ସାଧାରଣତଃ କହିବାକୁ ଗଲେ, ଅଧିକାଂଶ ଲୋକେ ଗଳାରେ ମାଛ କଣ୍ଟା ଅଟକି ଗଲେ, କଦଳୀ ଖାଇ ଥାଆନ୍ତି।ତେଣୁ ଗଳାରେ କଣ୍ଟା ଲାଗି ଗଲେ, ତୁରନ୍ତ ଗୋଟେ କଦଳୀକୁ ନେଇ ନ ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ।ଏଭଳି କରିବା ସମୟରେ ଆପଣଙ୍କୁ ଟିକିଏ ଅସୁବିଧା ହୋଇପାରେ। କିନ୍ତୁ ଏପରି କରିବା ଦ୍ବାରା ମାଛ କଣ୍ଟା ସହଜରେ ଗଳାରୁ ତଳକୁ ଖସି ଯାଇଥାଏ।
– ଗଳାରୁ ମାଛ କଣ୍ଟାକୁ ବାହାର କରିବାର ଏକ ଚମତ୍କାରୀ ଉପାୟ ହେଉଛି, ଶୁଖିଲା ରୁଟିକୁ ଚୋବାଇବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗଳାରେ ମାଛ କଣ୍ଟା ଲାଗିଗଲେ, ତୁରନ୍ତ ଶୁଖିଲା ରୁଟି ଚୋବାଇ ଦ୍ଵାରା ଗଳାରୁ ମାଛ କଣ୍ଟା ବାହାରିଯାଏ।ତେବେ ଏହି ଉପାୟ ସବୁ କଲେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।
ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!




