ଦେଶ

ରେଳ ଷ୍ଟେସନରେ ସ୍ୱାମୀଙ୍କୁ ଉଠାଇ କଚାଡ଼ି ଦେଲେ ସ୍ତ୍ରୀ; ଭାଇରାଲ ହେଉଛି ଭିଡିଓ…. – Ibnodisha

[ad_1]

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଟ୍ରେନ ଚଢ଼ିବା ଓ ଓହ୍ଲାଇବା ବେଳେ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଘଟଣା ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଦେଖିଲେ ଆପଣମାନେ ଭାବିବେ ଏମିତି ବି ସ୍ତ୍ରୀ ବା ମହିଳା ଅଛନ୍ତି । ଏହି ଭିଡିଓରେ ଏକ ଦମ୍ପତିଙ୍କୁ ଦେଖିବାକୁ ମିଳୁଛି । ଷ୍ଟେସନରେ ଟ୍ରେନ ଛିଡ଼ା ହୋଇଥିବା ବେଳେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗୁଛି।। ଏହାପରେ ସ୍ତ୍ରୀ ରାଗି ଯାଇ ରେଳ ଷ୍ଟେସନରେ ସ୍ୱାମୀଙ୍କୁ ଉଠାଇ କଚାଡ଼ି ଦେଉଛନ୍ତି । କେବଳ ଏତିକି ନୁହେଁ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କ ଛାତି ଉପରେ ବସି ନିସ୍ତୁକମାଡ଼ ମାରୁଛନ୍ତି । ଏପରି କରିବା ପାଇଁ ତାଙ୍କୁ କିଛିଲୋକ ଅଟକାଉଥିବା ବେଳେ ସେ କାହାରି କିଛି କଥା ଶୁଣୁନାହାନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button