ରାଜନୀତି

ପୁଣି ଏନଡିଏ କରିବ ସରକାର : ଟାଇମସ ନାଓ ସର୍ଭେ – Ibnodisha

[ad_1]

ବ୍ୟୁରୋ :ହିନ୍ଦୀ ଭାଷାଭାଷି ରାଜ୍ୟରେ ଏନଡିଏ ର ଦବଦବା ଭଲ | ଆଜି ନିର୍ବଚନ ହେଲେ ବିଜେପି ତିନି ଶହରୁ ଅଧିକ ସିଟ ପାଇପରେ | ଆଇଏନଡିଆଇଏ ୧୬୦ ରୁ ୧୯୦ ସିଟ କରିପାରନ୍ତି | ଏନଡିଏ ମେଣ୍ଟ ୨୯୬ ରୁ ୩୨୬ ସିଟ ହାତେଇପରେ | ଓଡ଼ିଶାର ବିଜୁ ଜନତା ଦଳ ୧୨ ରୁ ୧୪ ସାଂସଦ ସିଟ ହାତେଇ ପାରେ | ଟାଇମସ ନାଓ ଇଟିଜି ପକ୍ଷରୁ ମୋଟ ୫୪୩ ଆସନ ଉପରେ ସର୍ଭେ | ଏନଡିଏ କୁ ୪୨.୬୦ ପ୍ରତିଶତ, ଆଇଏନଡିଆଇଏ ମେଣ୍ଟକୁ ୪୦.୨୦ ପ୍ରତିଶତ ଭୋଟ ସେୟାର | ବିଜେଡି କୁ ୧.୭୫ପ୍ରତିଶତ ଓ ଅନ୍ୟ ଦଳ କୁ ୧୧.୬୩ ପ୍ରତିଶତ ଭୋଟ ସେୟାର | ଆଜି ନିର୍ବଚନ ହେଲେ ଏନଡିଏ ପୁଣି କେନ୍ଦ୍ରରେ ସରକାର କରିବ | ଟାଇମସ ନାଓ ଇଟିଜି ପକ୍ଷରୁ ଅପୀନିୟନ ପୋଲ ସର୍ଭେ | ଲଗାତର ତୃତୀୟ ଥର ପାଇଁ କେନ୍ଦ୍ର ରେ କ୍ଷମତା କୁ ଆସିବେ ମୋଦି ସରକାର |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button