ରାଜନୀତି

ସମସ୍ତଙ୍କ ପାଇଁ ଦ୍ୱାର ଖୋଲା-ମନମୋହନ – Ibnodisha

[ad_1]

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଚର୍ଚ୍ଚା ପ୍ରସଙ୍ଗ । ଚର୍ଚ୍ଚାକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସମସ୍ତଙ୍କ ପାଇଁ ଆମର ଦ୍ୱାର ଉନ୍ମୁକ୍ତ ରହିଛି ବୋଲି କହିଲେ ମନମୋହନ । ଯେଉଁମାନେ ସାମିଲ ହେବାକୁ ଚାହିଁବେ ଦଳ ବିଚାର କରିବ । ପ୍ରଦୀପଙ୍କ ସାମିଲ ନେଇ ବିଜେଡି ପ୍ରେସମିଟ ପ୍ରସଙ୍ଗରେ ମନ୍ତବ୍ୟ । ଆମ ଦଳକୁ ଯିଏ ଆସିବେ ଆମେ ବିଚାର କରିବୁ, ସେ କଣ କହିବେ?

ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button