ରାଜ୍ୟ

ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା – Ibnodisha

[ad_1]

ପୁରୀ : ପୁରୀ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ । ଜାନୁଆରୀ ୧ ତାରିଖରୁ ଲାଗୁ ହେବ ନିୟମ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି । ଏବେ ସଚେତନ କରାଯିବ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପାନ,ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନାହାନ୍ତି । ଏବେ ସଚେତନ କରାଯିବ , ଜାନୁଆରୀ ୧ରୁ ନିୟମ ଲଗୁ ହେବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କୁ ବି ପାନ, ଗୁଟଖା ମନା ।

ପୁରୀ ଷ୍ଟେସନର କୋଚିଂ ଡିପୋରେ ନିଆଁ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button