ରାଜ୍ୟ

ଆଇଏଏସ ସ୍ତରରେ ଅଦଳବଦଳ – Ibnodisha

[ad_1]

ଭୁବନେଶ୍ୱର : ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି | ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଜ୍ଞପ୍ତି ଅନୁସାରେ , ଜ୍ୟୋତିପ୍ରକାଶ ଦାସ  ହେଉଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି | ବୋର୍ଡ ସଭାପତି ଭବେ ଅତିରିକ୍ତ ଦାଇତ୍ୱ ତୁଲାଇବେ ଜ୍ୟୋତିପ୍ରକାଶ | ବୋର୍ଡ ସଭାପତି ରମାଶିଷ ହାଜରା ହେଲ ପ୍ରଣୀ ସମ୍ପଦ ନିର୍ଦେଶକ | ବିଜ୍ଞାନ ଓ ବୈଷୟିକ ବିଭାଗ ଯୁଗ୍ମ ସଚିବ ହେଲେ ୟେଦୁଲା ବିଜୟ |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button