IBN ଓଡ଼ିଶା ବ୍ୟୁରୋ

ଏହି ୫ ଜଣ ବ୍ୟକ୍ତି ପ୍ରେମରେ ଧୋକା ଦିଅନ୍ତି, ତେଣୁ ଆଜି ହିଁ ସାବଧାନ ହୋଇ ଯାଆନ୍ତୁ ନହେଲେ ପରେ କାନ୍ଦିବେ

ଫ୍ରେଣ୍ଡସ ଯଦି ଆପଣ କାହା ସହିତ ଲାଇଫ ଟାଇମ ରହିବାକୁ ଚାହୁଁଛନ୍ତି ତ କଣ ସେ ପୁଅ କିମ୍ବା ସେ ଝିଅର ସୁନ୍ଦରତା ଦେଖିବେ, ନାହିଁ ଜାଣିବାକୁ ପଡ଼ିବ ଯେ ସେ କଣ କେମିତି ତାଙ୍କର ନେଚର ବିଷୟରେ,ତାଙ୍କର ସ୍ଵଭାବ ବିଷୟରେ, ତାଙ୍କର ଆଚାର ବିଚାର ବିଷୟରେ ତ ଜାଣିବା ବହୁତ ଜରୁରୀ ହୋଇଥାଏ. କିନ୍ତୁ ଆଜି ଏମିତି ୫ଟି କଥା ଜାଣିବା ଯେ କାହାକୁ ହୃଦୟରୁ ଭଲପାଇବା ଆଗରୁ ଜାଣିବେ ତ, ଲାଇଫରେ କେବେବି ଆପଣ ଧୋକା ପାଇବେନି । ତାହେଲେ ଆପଣ ଏହି ପୋଷ୍ଟକୁ ନିଶ୍ଚିତ ପଢ଼ନ୍ତୁ ନହେଲେ କଣ ହେବନା ଯଦି ଆପଣ ତାଙ୍କୁ ହୃଦୟରୁ ଭଲ ପାଉଥାଆନ୍ତି, କିନ୍ତୁ ପରେ ସେ ଆପଣଙ୍କୁ ଧୋକା ବି ଦେଇପାରନ୍ତି । ସେଥିପାଇଁ ଏହି ୫ଟି ଜିନିଷ ଜାଣିଯିବେ ତ ଆପଣଙ୍କ ବୟଫ୍ରେଣ୍ଡ କିମ୍ବା ଗାଲଫ୍ରେଣ୍ଡ ଆପଣଙ୍କୁ କେବେବି ଧୋକା ଦେବେ ନାହିଁ।

୧: ମିଛ କହୁଥିବା ଝିଅ କିମ୍ବା ପୁଅ:-

ତ ଫ୍ରେଣ୍ଡସ ମିଛ କହୁଥିବା ଝିଅ ହେଉ କିମ୍ବା ପୁଅ ହେଉ ତାଙ୍କ ସହ କେବେବି ସିରିଅସଲି ଭଲ ପାଇବେ ନାହିଁ । କଣ ପାଇଁ ନାଁ ଯେଉଁ ମଣିଷ ପ୍ରତିଟି କଥାରେ ମିଛ କୁହନ୍ତି, ବାରମ୍ବାର ମିଛ କହନ୍ତି ସେଇ ଝିଅ କିମ୍ବା ସେଇ ପୁଅ କୌଣସି କଥାକୁ ସିରିଅସଲି ନିଅନ୍ତି ନାହିଁ କିମ୍ବା ସେମାନେ କୌଣସି ମଣିଷକୁ ସିରିଅସଲି ନିଅନ୍ତି ନାହିଁ । ହୋଇପାରେ ଆପଣ ତାଙ୍କୁ ହୃଦୟରୁ ,ଜୀବନରୁ ଭଲ ପାଇଥାଇ ପାର କିନ୍ତୁ ସେମାନେ ଭଲ ପାଆନ୍ତି ନାହିଁ । ସେମାନେ ଭାବନ୍ତି ଯେ ମୋତେ କେହି ଜାଣି ପାରନ୍ତି ନାହିଁ । ମୋ ସତ୍ୟତା ବିଷୟରେ କେହି ଜାଣି ପାରନ୍ତି ନାହିଁ,ଆଉ ସେମାନେ କୌଣସି କଥାକୁ କୌଣସି ବ୍ୟକ୍ତିକୁ ଗୁରୁତ୍ୱ ଦିଅନ୍ତି ନାହିଁ । ତ ସେଥିପାଇଁ ଯେତେବେଳେ ଆପଣ ଜାଣିପାରିବେ ତାଙ୍କର ହରକତ ବିଷୟରେ ଯେ ସେ ଆପଣଙ୍କୁ ମିଛ ପରେ ମିଛ କହୁଛନ୍ତି ତ ସେତେବେଳେ ବହୁତ ଆଘାତ ଲାଗିଥାଏ। ତ ସେହି ଭଳି ମଣିଷ ମାନଙ୍କ ପାଖରୁ ଦୁରେଇ ରୁହନ୍ତୁ, ନହେଲେ ସେମାନେ ଭବିଷ୍ୟତରେ ଧୋକା ବି ଦେଇପାରନ୍ତି ଆପଣଙ୍କୁ।

Google

୨: ପଇସା ପାଇଁ ଯିଏ ଭଲ ପାଉଥିବେ:-

ତ କୌଣସି ଝିଅ ହେଉ କିମ୍ବା ପୁଅକୁ ଭଲପାଉଛନ୍ତି ତ କିମ୍ବା ତାଙ୍କ ପାଇଁ ଭଲପାଇବା ହୋଇଗଲା ତ, କିମ୍ବା ତାଙ୍କୁ ହୃଦୟରୁ ଚାହୁଁଛନ୍ତି ତ, ଆଉ ସେ ଝିଅ ହେଉ କିମ୍ବା ପୁଅ ଠିକ ଅଛନ୍ତି କିନ୍ତୁ ସେ ପଇସା ବି ଚାହୁଁ ଥାନ୍ତି, ଅର୍ଥାତ ସେ କହୁଥିବେ ମୋତେ ପଇସା ଦିଅ ମୁଁ ଏଇୟା କରିବି ମୁଁ ସେଇୟା କରିବି , ମୋର ଏହା ଦରକାର, ତାହା ଦରକାର, ଆଉ ଯେଉଁ ଦିନ ତାଙ୍କୁ ଆପଣ ପଇସା ନ ଦେବେ ତାହେଲେ ସେ ଝଗଡା କରିବାରେ ଲାଗନ୍ତି, ଆଉ କହିବାକୁ ଲାଗନ୍ତି ଯେ ତୁମେ ମୋତେ ଭଲ ପାଉନ ସେଥିପାଇଁ ମୋତେ ଏହା ଦଉନ ତାହା ଦଉନ ତ ଏମିତି ମଣିଷଙ୍କ ପାଖରୁ ଦୁରେଇ ରୁହନ୍ତୁ, କାହିଁକିନା ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ପଇସା ଅଛି, ସେ ପର୍ଯ୍ୟନ୍ତ ଆପଣଙ୍କୁ ଭଲପାନ୍ତି, ପଇସା ସରିଗଲେ ସେମାନେ ଆପଣଙ୍କୁ ଭବିଷ୍ୟତରେ ଧୋକା ମଧ୍ୟ ଦେଇପାରନ୍ତି।

୩: ଯେଉଁ ମାନେ ଅନ୍ୟ ମାନଙ୍କୁ ଇଜ୍ୱତ ଦିଅନ୍ତି ନାହିଁ:-

ହୋଇପାରେ ସେ ଝିଅ ହୁଅନ୍ତୁ କିମ୍ବା ପୁଅ ଆପଣଙ୍କୁ ଭାଉ ଦେଉଥିବେ, ଆପଣଙ୍କୁ ଇଜ୍ୱତ ବି କରୁଥିବେ କିନ୍ତୁ ଅନ୍ୟ ମାନଙ୍କୁ ଇଜ୍ୱତ କରୁ ନଥିବେ ତାଙ୍କ ପ୍ରତି କୌଣସି ଭରସା ନଥାଏ କାରଣ ଆପଣଙ୍କ ସମ୍ପକରେ ଯେକୌଣସି ଅସୁବିଧା ହେଲେ ସେମାନେ ଆପଣଙ୍କୁ ଇଜ୍ୱତ କରନ୍ତି ନାହିଁ,ମାନେ ଆପଣଙ୍କ ପରିବାର ଲୋକେ, ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ବିଷୟରେ ବହୁତ କଥା କହିଯାନ୍ତି,ଆଉ ଆପଣଙ୍କୁ କଷ୍ଟ ହୋଇଥାଏ, ଆଉ ଆପଣଙ୍କ ଲାଇଫରେ ଆପେ ଆପେ ଅସୁବିଧା ସୃଷ୍ଟି ହୋଇଥାଏ, ଆଉ ଶେଷରେ ଧୋକା ମଧ୍ୟ ପାଇପାରନ୍ତି। ତ ସେହି ମଣିଷଙ୍କ ପାଖରୁ ଦୁରେଇ ରହିବା ଉଚିତ।

୪: ଇନସିକ୍ୟୁଅର ଅନୁଭବ କରୁଥିବା ଝିଅ/ପୁଅ:-

ତ ଫ୍ରେଣ୍ଡସ ବହୁତ ଝିଅ ପୁଅ ଥାନ୍ତି ଯେଉଁ ମାନେ ଇନସିକ୍ୟୁଅର ଅନୁଭବ କରିଥାନ୍ତି, ଆପଣ ଯେତେବି ଭଲ ମଣିଷ ହୋଇଥାନ୍ତୁ ନାଁ କାହିଁକି କିଛି ମଣିଷଙ୍କ ଭିତରେ ଇନସିକ୍ୟୁଅର ଫିଲ ହୋଇଥାଏ । ମାନେ ବାରମ୍ବାର ଆପଣଙ୍କ ଉପରେ ସନ୍ଦେହ କରିଥାନ୍ତି, ମାନେ ଏତେ ସନ୍ଦେହ କରିଥାନ୍ତି ଯେ ସେମାନେ ନିଜ ଉପରେ ବି ନିଜେ ସନ୍ଦେହ କରିବାରେ ଲାଗନ୍ତି । ଯଦି ଏମିତି ଝିଅ ପୁଅଙ୍କ ସହିତ ସମ୍ପର୍କ ବନେଇବେ ତ ଆପଣଙ୍କ ଜିନା ହାରାମ କରିଦେବେ । ଆଉ ଆପଣ ଶେଷରେ ଧୋକା ମଧ୍ୟ ପାଇପାରନ୍ତି।

Angry couple pointing at each other | Premium Photo

Related Articles

Leave a Reply

Your email address will not be published. Required fields are marked *

Back to top button