IBN ଓଡ଼ିଶା ବ୍ୟୁରୋ

ମାତ୍ର 2 ବୁନ୍ଦା ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ତୁରନ୍ତ ଗାଏବ ହୋଇଯିବ – ଆଶ୍ଚର୍ଯ୍ୟକର ଫାଇଦା

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠି ବି-ନ୍ଧା ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବି-ନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବି-ନ୍ଧା ହେବ । ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବି-ନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବି-ନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ ।ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁ-ର୍ବ-ଳ ହୋଇ ପଡେ । ଚଲା ବୁଲା କରିବାର ଶ-କ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶି-ରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବି-ନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେ-ମି-କା-ଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହା-ଡ଼ ଦୁ-ର୍ବ-ଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବି-ନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖ-ରା-ପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ର-କ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁ-ର୍ବ-ଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବି-ନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବି-ଷା-କ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ । ତେଣୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ଜିନିଷ କହିବୁ ଯାହା ଦ୍ୱାରା ଆପଣ ନିଜର ହା-ଡ଼ ଏବଂ ମାଂ-ସ-ପେ-ଶୀ-ୟ ଶକ୍ତି କୁ ଦୃଢ଼ କରିବା ସହିତ ଆଣ୍ଠୁ ଗଣ୍ଠି ବି-ନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟ ରେ ଜାଣିନେବା ।ତେବେ ପ୍ରଥମ ଉପାୟ ରେ ଆପଣ ରାତିରେ କିଛି ଅଖରତ ଭିଜେଇ ଦିଅନ୍ତୁ ଏବଂ ସକାଳେ ତାକୁ ଗାଈ ର କ୍ଷୀର ସହ ସେଵନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର ଥଣ୍ଡା କାଶ ପି-ତ ଆଦି ଦୁର ହୋଇ ଯିବ ଏବଂ ଆଣ୍ଠୁ ବି-ନ୍ଧା ମଧ୍ୟ ଦୁର ହୋଇଯିବ ।

ଦ୍ଵିତୀୟ ରେ ଆପଣ ରାତିରେ କିଛି ବାଦାମ କୁ ଭିଜେଇ ରଖିଦେବେ ଏବଂ ସକାଳେ ତାର ଚୋପା କୁ ଛଡେଇ ତାର ସେଵନ କରିବେ ଏହା ଦ୍ୱାରା ଆପଣଙ୍କ ବୃଦ୍ଧି ପ୍ରଖର ହେବ ଏବଂ ଆପଣଙ୍କ ଅନେକ ସମସ୍ୟା ମଧ୍ୟ ଦୁର ହେବ ର-କ୍ତ ଭଲ ରହିବ ।ତୃତୀୟ ରେ ଆପଣ ଶୁଦ୍ଧ ହଳଦୀ ନିଅନ୍ତୁ ସେଥିରେ ଟିକେ ଲୁଣ ଏବଂ ଲବଙ୍ଗ ଗୁଣ୍ଡ କିମ୍ବା ଲବଙ୍ଗ ତେଲ ନିଅନ୍ତୁ ଶେଷ ରେ ସେଥିରେ ସୋରିଷ ତେଲ ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଦିଅନ୍ତୁ ଏହା ପରେ ଏହି ମିଶ୍ରଣ କୁ ନେଇ ନିଜ ଆଣ୍ଠୁ ଅଣ୍ଟା ଯେଉଁଠି ବି ବି-ନ୍ଧା ହେଉଥିବ ସେହି ସ୍ଥାନରେ ଭଲରେ ମାଲିସ କରିଦେବେ ଏହା ଦ୍ୱାରା ଆପଣଙ୍କ ବି-ନ୍ଧା ବିନ୍ଧି ସମସ୍ୟା ଦୂର ହୋଇ ଯିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button