IBN ଓଡ଼ିଶା ବ୍ୟୁରୋ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌

ମାଜ ଡିଜିଟାଲ ଡେସ୍କ: ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ଏହି ସମ୍ମାନ। ଡାରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍‌।

ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌ ପୁରସ୍କାର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button