IBN ଓଡ଼ିଶା ବ୍ୟୁରୋ

।ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ ଘୋଷଣା; ମୁମ୍ବାଇରେ ଟୋଲ ଫି ହେଲା ମାଗଣା

ମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ସିନ୍ଦେ ସରକାର। ମୁମ୍ବାଇରେ ମାଗଣା ହୋଇଛି ଟୋଲ ଫି। ନିର୍ବାଚନ ପୂର୍ବରୁ ଆଜି ବସିଥିବା ଶେଷ କ୍ୟାବିନେଟ ବୈଠକରେ ସିନ୍ଦେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇକୁ ସଂଯୋଗ କରୁଥିବା ୫ଟି ଟୋଲ ଗେଟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି।

ମୁମ୍ବାଇର ଦହିସାର, ଭାସି, ଆରୋଲି ଏବଂ ତିନହନ୍ତା ନାକା ଟୋଲ ଗେଟରେ ଏହି ସୁବିଧା ମିଳିବ। ହାଲୁକା ଗାଡି କ୍ଷେତ୍ରରେ ଏିଂ ସୁବିଧା ଲାଗୁ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button